ବେଆଇନ ମାଛ ଧରା ବେଳେ ଆନ୍ଧ୍ର ଟ୍ରଲର୍ ଜବତ, ୮ ଧରାହେଲେ

ଛତ୍ରପୁର: ଓଡ଼ିଶା ସାମୁଦ୍ରିକ ସୀମାରେ ନୋ ଫିସିଙ୍ଗ୍ କଟକଣା ଅମାନ୍ୟ କରି ମାଛ ଧରୁଥିବା ବେଳେ ଏକ ଆନ୍ଧ୍ର ଟ୍ରଲର୍‌କୁ ବ୍ରହ୍ମପୁର ବନ ବିଭାଗ ଜବତ କରିଛି। ସେଥିରେ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଅଟକ ରଖି ବନ ବିଭାଗ ପରେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଛି। ବ୍ରହ୍ମପୁର ଡିଏଫ୍ଓ…

କଟକ ଅରିଲୋ ଠାରେ ଓମ୍‌ଫେଡ୍‌ର ଅତ୍ୟାଧୁନିକ ପ୍ଲାଣ୍ଟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ

ରାଜ୍ୟରେ ଶ୍ବେତ ବିପ୍ଳବ ଆଣିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ଭୁବନେଶ୍ବର: ଆଜି କଟକ ଜିଲ୍ଲାର ଅରିଲୋ ଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍‌ଫେଡ୍‌ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା…

ପ୍ରବଳ ବର୍ଷାରେ ବେହାଲ୍ ଚେନ୍ନାଇ, ପାଣି ଘେରରେ ବହୁ ଅଞ୍ଚଳ, ଆଗାମୀ ଦୁଇ ଦିନ ପାଇଁ ରେଡ୍ ଆଲର୍ଟ ଜାରି

ଚେନ୍ନାଇ: ଗତ କିଛି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ଅନେକ ଅଞ୍ଚଳ ପାଣି ଘେରରେ ରହିଛି। ଆଜି ଏବଂ ଆସନ୍ତାକାଲି ମଧ୍ୟ ଚେନ୍ନାଇ ସମେତ ତାମିଲନାଡୁର ୨୦ ଟି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଥିବା ବେଳେ ରାଜ୍ୟବାସୀଙ୍କ ସମସ୍ୟା ଆହୁରି ବଢ଼ିପାରେ।…

ନୱାବ ମଲିକଙ୍କ ପାଲଟା ଅଭିଯୋଗ, ଅଣ୍ଡରୱାର୍ଲ୍ଡର ଲୋକଙ୍କୁ ସରକାରୀ ପଦରେ ନିଯୁକ୍ତି ଦେଇଥିଲେ ଦେବେନ୍ଦ୍ର ଫଡନଭିସ, ଜାଲ୍…

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଓ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ବୁଧବାର ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରି ନୱାବ ମଲିକ, ଫଡନଭିସଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ମଲିକ କହିଛନ୍ତି ଯେ,…