ମାଗଣା ଯୋଜନାର ପ୍ରତିଶ୍ରୁତି ଦେଉଥିବା ଦଳର ମାନ୍ୟତା ରଦ୍ଦ ପାଇଁ ଆବେଦନ, କେନ୍ଦ୍ର ଓ ନିର୍ବାଚନ ଆୟୋଗକୁ…

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅଯୌକ୍ତିକ ପ୍ରତିଶ୍ରୁତି ଦେଉଥିବା ତଥା ମାଗଣା ଉପହାର ବଣ୍ଟନ କରୁଥିବା ଦଳର ମାନ୍ୟତା ରଦ୍ଦ କରାଯିବାକୁ ଆଗତ ଏକ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ନିର୍ବାଚନ…

ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀ ପାଲଟିଛି ଅଭେଦ୍ୟ ଦୁର୍ଗ, ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ପରେଡ୍

ନୂଆଦିଲ୍ଲୀ: ୨୬ ଜାନୁଆରୀକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀ ଏକ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି । ସ୍ଥଳଭାଗରୁ ଆକାଶ ପର୍ଯ୍ୟନ୍ତ ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ୟାରେଡକୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଦିଲ୍ଲୀ ପୋଲିସ ରାଜପଥ ଏବଂ ଏହାର ଆଖପାଖରେ…

କୋରୋନା ସଂକ୍ରମଣର ନିମ୍ନଗତି ଜାରି : ଧାରା ଜାରି ରହିଲେ ପିକ୍ ଅତିକ୍ରମ କରିଛି ବୋଲି କହିହେବ : ସ୍ୱାସ୍ଥ୍ୟ…

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି ରହିଛି । ଏହି ମାସ ୧୨ ତାରିଖରୁ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଯଦି ଏହି ଧାରା ଆଉ କିଛି ଦିନ ଜାରି ରହେ,ତାହା ହେଲେ ଓଡିଶାରେ ସଂକ୍ରମଣ ପିକ୍ ଅତିକ୍ରମ କରିଛି ବୋଲି କହିହେବ । ଯଦି ଏହା ହୁଏ, ତାହା ହେଲେ ରାଜ୍ୟ ପାଇଁ…