ମମିତା ମେହେର ହତ୍ୟା ମାମଲାରେ ନୂଆ ଖୁଲାସା

ବଲାଙ୍ଗିର – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମାଲାରେ ଆଉ ଏକ ଖୁଲାସା ହୋଇଛି । ହତ୍ୟାରେ ବ୍ୟବହୃତ ସ୍କୁଟି ଓ ଜେସିବି କିଛିଦିନ ତଳେ ଜବତ କରିଥିଲା ପୋଲିସ । ଏବେ ଜଣାପଡିଛି ଯେ, ମମିତାଙ୍କ ଶବକୁ ପୋଡିବାକୁ ବ୍ୟବହାର କରାଯାଇଥିବା…