ଦୀପାବଳିର ଦିନକ ପରେ ଦିଲ୍ଲୀର ବାୟୁର ମାନ ‘ଗମ୍ଭୀର’

ନୂଆଦିଲ୍ଲୀ: ଦୀପାବଳିର ଦିନକ ପରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ତଥା ବାୟୁର ମାନ (ଏକ୍ୟୁଆଇ) ବିଗିଡ଼ିଛି । ଏହା 'ଗମ୍ଭୀର' ସ୍ତରରେ ପହଞ୍ଚିଛି। ପ୍ରଦୂଷଣ ମିଟର (ପିଏମ୍) ୨.୫ର ସାନ୍ଧ୍ରତା ସକାଳେ ଦିଲ୍ଲୀର ଜନପଥ ଅଞ୍ଚଳରେ ୬୫୫.୦୭ ରହିଛି | କଟକଣା ସତ୍ତ୍ୱେ ଦିଲ୍ଲୀ-ଏନସିଆରରେ…

ବ୍ରହ୍ମପୁରରେ ପୂର୍ବତନ ସରପଂଚଙ୍କୁ ହତ୍ୟା

ବ୍ରହ୍ମପୁର – ସହର ଉପକଣ୍ଠ ବନ୍ଥପଲ୍ଲୀର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା କରାଯାଇଛି । ଆଜି ସକାଳେ ତାଙ୍କୁ ବଡବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଛକରେ ହତ୍ୟା କରାଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଖବର ଦେଲା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।…

ରାଜ୍ୟରେ ୨ ଶହ ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ , ୧୭୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବହୁମାସ ପରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ଶହରୁ ତଳେ ରହିଛି । ସଙ୍ଗରୋଧରୁ ୯୮ ଓ ସ୍ଥାନୀୟ ଅଞ୍ଚଳରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୨୪ ଜଣ ହେଉଛନ୍ତି ୧୮…

ଉପନିର୍ବାଚନର ବାର୍ତ୍ତା

ବିଜନ କୁମାର ମହାପାତ୍ର ଏକ ଗଣତନ୍ତ୍ରରେ ସରକାର ପ୍ରତି ଜନତାଙ୍କ ଆକ୍ରୋଶ ନିର୍ବାଚନରେ ହିଁ ପ୍ରତିଫଳିତ ହୁଏ । ଗଣତାନ୍ତ୍ରିକ ନିର୍ବାଚନ ଜରିଆରେ ହିଁ ସାଧାରଣ ଲୋକ ଶାସକଙ୍କୁ ସନ୍ଦେଶ ଦିଅନ୍ତି । ନିକଟରେ କିଛି ରାଜ୍ୟରେ ବିଧାନସଭା ଓ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳରୁ ମଧ୍ୟ…

ଗୋବର୍ଦ୍ଧନ ପୂଜା ବା ଅନ୍ନକୋଟ

ଗିରିରାଜ ଗୋବର୍ଦ୍ଧନ । ଯାହାଙ୍କୁ ବୈଷ୍ଣବଗଣ ସାକ୍ଷାତ ଭଗବାନ ଶ୍ରୀକୃଷ୍ଣ ରୂପରେ ଆରାଧନା କରିଥାନ୍ତି। ଆଜିର ଦିବସ ହେଉଛି ସେଇ ଗିରିରାଜ ଗୋବର୍ଦ୍ଧନଙ୍କ ପୂଜା । ଅନ୍ୟ ଅର୍ଥରେ ଏହାକୁ ଅନ୍ନକୋଟ ପୂଜା ମଧ୍ୟ କୁହାଯାଇଥାଏ। ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଲପକ୍ଷ ପ୍ରତିପଦା ଦିନ ସମଗ୍ର…

ଗୀତା ମାହାତ୍ମ୍ୟ: ଯାବାନର୍ଥ ଉଦପାନେ ସର୍ବତଃ ସଂପ୍ଲୁତୋଦକେ। ତାବାନ ସର୍ବେଷୁବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଆଶକ୍ତି ତ୍ୟାଗ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଯାବାନର୍ଥ ଉଦପାନେ ସର୍ବତଃ ସଂପ୍ଲୁତୋଦକେ। ତାବାନ ସର୍ବେଷୁବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ।। ହେ ଅର୍ଜୁନ ! ସବୁଦିଗରୁ ପରିପୂର୍ଣ୍ଣ ଜଳାଶୟ ଟିଏ ପାଇଗଲେ ଛୋଟ ଜଳାଶୟରେ…