ରାଜ୍ୟରେ ଆଉ ୫୨୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫୨୪ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୩୦୮ ଓ ସ୍ଥାନୀୟ ଅଂଚଳରୁ ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୨ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪, କଟକରୁ ୬୬, ମୟୂରଭଞ୍ଜରୁ ୨୧,…

କରୋନା‌ ବିରୋଧୀ ଲଢେ଼ଇରେ ଭାରତର ମାଇଲଖୁଣ୍ଟ, ୧୦୦ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ଟିକାକରଣ ଅଭିଯାନ ଆଜି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଦେଶରେ ମୋଟ ଟିକାକରଣ ଆଜି ସକାଳ ୯.୪୮ ରେ ୧୦୦ କୋଟି ଟପିଛି । ଏହି ଐତିହାସିକ ସଫଳତା ସହ ଟିକାକରଣର ଭାରତ ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ…

ପୋଲିସ ସହିଦ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ପୋଲିସ ସହିଦ ସ୍ମୃତି ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ତ୍ତବ୍ୟରତ ଅବସ୍ଥାରେ ପ୍ରାଣବଳି ଦେଇଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ସହିଦ ପୋଲିସଙ୍କ ବୀରତ୍ୱ, ସାହସିକତା ଓ ବଳିଦାନ ଆମ…

ଜେଲରେ ପୁଅ ଆର୍ୟନଙ୍କୁ ଭେଟିଲେ ଶାହରୁଖ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନଙ୍କୁ ଭେଟିବା ପାଇଁ ଅଭିନେତା ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶାହାରୁଖ ଖାନ ଜେଲରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ଶାହରୁଖ ଏବଂ ଗୌରୀ,…

କମିଶନରେଟ ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ଦିବସ ପାଳନ

ଭୁବନେଶ୍ୱର- କମିଶନରେଟ ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ଦିବସ ପାଳନ କରାଯାଇଛି । ଭୁବନେଶ୍ୱରର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିଜର କର୍ତ୍ତବ୍ୟ, ନିଷ୍ଠା ଓ ପରାକାଷ୍ଠା ଦେଖାଇ ଅନେକ…

ମୁଖ୍ୟାଳୟରେ ଓଡିଶା ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ସ୍ମୃତି ଦିବସ ପାଳନ

କଟକ – ୬୨ତମ ପୋଲିସ ସହିଦ ଦିବସରେ ଓଡିଶା ପୋଲିସ ପକ୍ଷରୁ ଏ ବର୍ଷ ସହିଦ ହୋଇଥିବା ୨୬ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କଟକସ୍ଥିତ ପୋଲିସ ହେଡକ୍ୱାର୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ଡିିଜିଙ୍କ ସହ ସବୁ ବରିଷ୍ଠ ଆଇପିଏସ ଅଧିକାରୀ ଯୋଗ ଦେଇ ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି…