ମମିତା ମେହର ନିଖୋଜ ମାମଲାରେ ଗୋବିନ୍ଦ ସାହୁ ଗିରଫ

ବଲାଙ୍ଗିର- ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଛି । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଂଚାୟତ ବୁଢିପଦର ଗାଁର ଏକ ଆଖୁ ବାଡିରେ ଗୋବିନ୍ଦ ଲୁଚିଥିବା ଗାଁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ…

ଦେଶରେ ଟିକାକରଣ ୯୯ କୋଟି ଟପିଲା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତରେ ଟିକାକରଣ ୧୦୦ କୋଟି ଛୁଇଁବ । ଦେଶରେ ଏପର୍ଯ୍ୟନ୍ତ ୯୯ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏହା ୧୦୦ କୋଟିରେ ପହଞ୍ଚିବ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଡୋଜ୍ ଅଛି ଏବଂ ପ୍ରତି ମାସରେ ଟିକାକରଣ ସଂଖ୍ୟା ବଢୁଛି…

ସାଂସଦ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଦିନ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାବେଳେ ପୂର୍ବତନ ବିଜେପି ସାଂସଦଙ୍କ ଦୁଃଖ ମଧ୍ୟ ବାରି ହୋଇପଡ଼ିଥିଲା। ଇସ୍ତଫା ପରେ ବାବୁଲ ସୁପ୍ରିୟୋ କହିଛନ୍ତି ଯେ ଆଜି ତାଙ୍କ ହୃଦୟ ବେଶ୍ ଭାରି । ବାବୁଲ…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣାକୁ ଜାତିସଂଘର ନିନ୍ଦା

ନ୍ୟୁୟର୍କ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢୁଥିବା ଆକ୍ରମଣ ନେଇ ଭାରତ ସହ ଆମେରିକା ଏବଂ ଜାତିସଂଘ ମଧ୍ୟ ଉଦବେଗ ପ୍ରକାଶ କରିଛି। ଜାତିସଂଘ କହିଛି ଯେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ଏହାର ସମ୍ବିଧାନରେ ଦର୍ଶାଯାଇଥିବା ମୂଲ୍ୟବୋଧର ବିରୁଦ୍ଧ । ପ୍ରଧାନମନ୍ତ୍ରୀ…