କରୋନା ଅପଡେଟ୍: ଦେଶରେ ଆଉ ୧୩,୦୫୮ ସଂକ୍ରମିତ ଚିହ୍ନଟ, ୮ ମାସରେ ସର୍ବନିମ୍ନ

ନୂଆଦିଲ୍ଲୀ: କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। କ୍ରମାଗତ ପଞ୍ଚମ ଦିନ ପାଇଁ କରୋନା ମାମଲା ୧୫ ହଜାର ତଳେ ରହିଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩,୦୫୮ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ୮ ମାସ ପରେ…

ଆର୍ୟନଙ୍କ ପାଇଁ ସୁପ୍ରିମକୋର୍ଟ ଗଲା ଶିବସେନା, ମୌଳିକ ଅଧିକାର ଉଲ୍ଲଂଘନ ଦର୍ଶାଇ ତଦନ୍ତ ଦାବି କଲା

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ମୌଳିକ ଅଧିକାରର ସୁରକ୍ଷା ଦାବିରେ ଶିବସେନା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ଏହାଛଡ଼ା ମୁମ୍ବାଇରେ ଏନସିବିର ଭୂମିକା ସମ୍ପର୍କରେ ତଦନ୍ତ ପାଇଁ ଦାବି ମଧ୍ୟ ହୋଇଛି। ସର୍ବୋଚ୍ଚ ଅଦାଲତର ଜଣେ ପଦାସୀନ…