ଯେଉଁଠି ରାବଣ ରାକ୍ଷସ ନୁହେଁ..

ବିଜନ କୁମାର ମହାପାତ୍ର ପବିତ୍ର ଦଶହରା ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ ଓ ଅଧର୍ମ ଉପରେ ଧର୍ମର ବିଜୟର ମହାପର୍ବ । ରାକ୍ଷସ ରାଜା ରାବଣ ଉପରେ ରାମଙ୍କ ବିଜୟର ପର୍ବ । ତେଣୁ ଦଶହରାରରେ ଅଧର୍ମ, ପାପ ଓ ସବୁ ଆସୁରିକ ଶକ୍ତିର ପ୍ରତୀକ ରାବଣ, ବିଭୀଷଣ ଓ କୁମ୍ଭକର୍ଣ୍ଣ କୁଶପୁତ୍ତଳିକା ଦହନ…

ଆଜି ଆଇପିଏଲର ଗ୍ରାଣ୍ଡ ଫାଇନାଲ୍, ଟ୍ରଫି ପାଇଁ ସୁପରକିଙ୍ଗ୍ସ-ନାଇଟ୍ ରାଇଡର୍ସ ଲଢ଼େଇ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଆଇପିଏଲ୍ ୨୦୨୧ର ପ୍ରଥମ ପର୍ଯ୍ୟାୟ ଭାରତରେ ହେବା ପରେ କରୋନା କାରଣରୁ ଏହାର ଦ୍ୱିତୀୟ ପର୍ଯ୍ୟାୟ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସ୍ଥାନାନ୍ତରିତ ହୋଇଥିଲା । ଆଜି ଟୁର୍ଣ୍ଣାମେଣ୍ଟର…

ସିଙ୍ଗୁ ସୀମାରେ ଯୁବକଙ୍କୁ ନିର୍ମମ ହତ୍ୟା, ହାତ କାଟି ବ୍ୟାରିକେଡ୍ ରେ ଟଙ୍ଗାଇଲେ

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନର ଏକ ପ୍ରମୁଖ ସ୍ଥଳ ସିଙ୍ଗୁ ସୀମାର କୃଷକଙ୍କ ମଞ୍ଚ ନିକଟର ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସୂଚନାନୁସାରେ, ତାଙ୍କର ଗୋଟିଏ ହାତ ଓ ଗୋଡ଼ କାଟି ଦିଆଯାଇଛି ଏବଂ ମୃତଦେହକୁ ବ୍ୟାରିକେଡରେ ଟଙ୍ଗାଇ ଦିଆଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇ…

କରୋନା ଅପଡେଟ୍: ଦେଶରେ ଆଉ ୧୬, ୮୬୨ ନୂଆ ମାମଲା, ୩୭୯ ମୃତ

ନୂଆଦିଲ୍ଲୀ: ଗତକାଲି ତୁଳନାରେ ଆଜି ଦେଶରେ କରୋନା ସଂକ୍ରମଣ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬, ୮୬୨ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୩୭୯ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଦେଶରେ ୧୮ ହଜାର ୯୮୭ ମାମଲା ପଞ୍ଜିକୃତ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…