ବିଜୁ ଆଶାକର୍ମୀ ସାମ୍ମୁଖ୍ୟ ଗଠନ ପରେ ଚିନ୍ତାରେ ବିଜେପି , କଂଗ୍ରେସ

ପଞ୍ଚାୟତ ନିର୍ବାଚନରେ କଡ ଲେଉଟାଇବ ଜିଲ୍ଲା ରାଜନୀତି ! ଭବାନୀପାଟଣା : ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇସାରିଛି । ଆଉ ତାଲିକା ପ୍ରକାଶ ପାଇବା ମାତ୍ରେ ସାରା ରାଜ୍ୟରେ ରାଜନୀତି ତାତି ଉଠିଲାଣି । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ଭୋଟ୍‌କୁ ନେଇ ଅଙ୍କକଷା…

ସ୍ମାର୍ଟ ହେବ ସିଲ୍କ ସିଟି ରୋଡ୍

ବ୍ରହ୍ମପୁର: ରାଜ୍ୟର ତୃତୀୟ ମହାନଗର ନିଗମ ମାନ୍ୟତା ପାଇଥିବା ରେଶମ ସହର ବ୍ରହ୍ମପୁରର ରାସ୍ତାଗୁଡ଼ିକ ଏବେ ଚକାଚକ ଦେଖାଯିବ। ରାସ୍ତାରେ କେବଳ ଦୁଇରୁ ଚାରିଚକିଆ ଯାନବାହନ ସ୍ଵଚ୍ଛନ୍ଦରେ ଚଳାଚଳ କରିବ ତା ନୁହେଁ, ସାଇକେଲ୍ ଚାଳକଙ୍କ ଠାରୁ ଆରମ୍ଭ କରି ପଥଚାରୀ, ଏପରିକି ହ୍ବିଲ୍ ଚେୟାରରେ ଚଳାଚଳ…

ଲଘୁଚାପରେ ପରିଣତ ହେବ ଉତ୍ତର ଆଣ୍ଡାମାନ ସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ, ରାଜ୍ୟରେ ୧୭ରୁ ୧୯ ମଧ୍ୟରେ ପ୍ରବଳ ବର୍ଷା…

ଭୁବନେଶ୍ୱର – ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଗାମୀ କିଛି ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହା ଘନୀଭୂତ ହୋଇ ଓଡିଶାଆଡକୁ ମୁହାଁଇବ । କିନ୍ତୁ ଏହା ଅଧିକ ଘନୀଭୂତ ନ ହୋଇ କେବଳ ଅବପାତରେ ସୀମିତ ରହିବ ।…

ଆଜିଠାରୁ ୨୦ ତାରିଖ ଯାଏଁ ଭୁବନେଶ୍ୱର ଓ କଟକ ସହରରେ ରାତି କର୍ଫ୍ୟୁ ଅବଧି ବୃଦ୍ଧି, ରାତି ୮ରୁ ଲାଗୁ ହେବ କର୍ଫ୍ୟୁ

ଭୁବନେଶ୍ୱର -ଦଶହରା ଭିଡକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ଆଜିଠାରୁ ରାତ୍ରି କର୍ଫ୍ୟୁର ଅବଧି ଦୁଇ ଘଣ୍ଟା ବୃଦ୍ଧି କରାଯିବ । ଆଜିଠାରୁ ରାତି ୧୦ଟା ପରିବର୍ତ୍ତେ ୮ଟାରୁ ଲାଗୁ ହେବ ରାତ୍ରି କର୍ଫ୍ୟୁ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଦୁର୍ଗାପୂଜା ବେଳେ ସମ୍ଭାବ୍ୟ…

ଶାରଦୀୟ ଦୁର୍ଗାପୂଜାର ଆଜି ପଞ୍ଚମୀ ଯୁକ୍ତ ଷଷ୍ଠୀ :ଦେବୀ ଦୁର୍ଗା କାତ୍ୟାୟନୀ ସ୍ୱରୂପରେ ହେବେ ଆରାଧିତା

ଶାରଦୀୟ ଦୁର୍ଗାପୂଜା ଅବସରରେ ମାଆଙ୍କ ଆଗମନରେ ପୁଲକିତ ହୋଇ ଉଠିଛି ଧରାପୃଷ୍ଠ। ସବୁଠି ଚାଲିଛି ମାଆଙ୍କ ନବରାତ୍ର ପୂଜା। ଆଜି ଷଷ୍ଠୀ ତିଥିରେ ଦେବୀ ଦୁର୍ଗା କାତ୍ୟାୟନୀ ସ୍ୱରୂପ ରେ ଭକ୍ତଙ୍କ ହୃଦୟରେ ଅବିର୍ଭୁତା। ସିଂହବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ ଅଟନ୍ତି । ସିଂହ ଉପରେ ବସି…

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଗଞ୍ଜାମ ଜିଲ୍ଲାର ଡକ୍ଟର ହରିକୃଷ୍ଣ

ବ୍ରହ୍ମପୁର- ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଗଞ୍ଜାମ ଜିଲ୍ଲାର ବୈଜ୍ଞାନିକ ଡକ୍ଟର ହରିକୃଷ୍ଣ ବିଷୋୟୀ । ଆମେରିକାର କେଂଟ୍ ଷ୍ଟେଟ୍ ବିଶ୍ୱବିଦ୍ୟାଳୟର ଲିକ୍ୟୁଡ୍ କ୍ରିଷ୍ଟାଲ ଇନଷ୍ଟିଚ୍ୟୁଟରେ କାର୍ଯ୍ୟରତ ଡକ୍ଟର ହରିକୃଷ୍ଣ ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ ବୈଜ୍ଞାନିକଙ୍କ…