ବାପ-ପୁଅଙ୍କ ପରେ ମହାନଦୀରେ ଭାସିଯାଇଥିବା ଝିଅର ମଧ୍ୟ ମୃତଦେହ ମିଳିଲା

ସମ୍ବଲପୁର- ଟାଉନ ଥାନା ଅନ୍ତର୍ଗତ ମହାନଦୀ ଦଳେଇ ଘାଟରେ ଗାଧୋଉଥିବା ବେଳେ ଭାସିଯାଇଥିବା ଗୋଟିଏ ପରିବାରର ତିନି ସଦସ୍ୟଙ୍କ ମଧ୍ୟରୁ ଝିଅର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ଗତକାଲି ବାପ-ପୁଅଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କିନ୍ତୁ ଭାସିଯାଇଥିବା ଝିଅକୁ ଖୋଜାଖୋଜି ଚାଲିଥିଲା ।…

ଲକ୍ଷ୍ମୀପୁର ହିଂସା: ସାମ୍ନାକୁ ଆସିଲା ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାର ଭିଡ଼ିଓ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ ଏକ କଳା ରଙ୍ଗର ଏସୟୁଭି ଚାଷୀମାନଙ୍କୁ ପଛପଟୁ ଧକ୍କା ଦେଉଛି । ଏହାପରେ କିଛି ଚାଷୀ ତଳେ ପଡିଯାଇଥିବା…

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ପ୍ରତାପ

ଭୁବନେଶ୍ୱର –ପିପିଲି ଉପନିର୍ବାଚନରେ ବିଜୟୀ ହେଲା ପରେ ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପିପିଲି ବିଧାୟକଙ୍କୁ ଶପଥ ପାଠ କରାଇଥିଲେ । ପିପିଲି ଉପନିର୍ବାଚନରେ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ

ଭୁବନେଶ୍ୱର- ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ପୂର୍ବରୁ ତାଙ୍କୁ ସମନ କରିଥିଲା ନିର୍ଦ୍ଦେଶାଳୟ । ୮ କୋଟି ଟଙ୍କାର କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ କରୁଛି । ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରୁ ଅଭୟଙ୍କ ଆକାଉଣ୍ଟକୁ କୋଟି…

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ : ୪ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ…

ବର୍ତ୍ତମାନ ସୁଦ୍ଧା ବିଦା ହେଲେ ୧୨୨ କର୍ମଚାରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ…