କୋରୋନା ନେଇ ସବୁ ଆକଳନ ଠିକ୍ ହୁଏ ନାହିଁ : ଡିଏମଇଟି

ଭୁବନେଶ୍ୱର – ଦେଶରେ ଏ ଯାଏଁ କୋରୋନାର ତୃତୀୟ ଲହରୀ ଆସିନାହିଁ । ସବୁ ଆକଳନ ଠିକ୍ ହେବ ବୋଲି କହିହେବ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ଶୀତଦିନରେ ଭିଡ କମ୍ ଯୋଗୁଁ କୋରୋନା ସଂକ୍ରମଣ ବି କମ୍ ରହିବ । କିନ୍ତୁ ଛୋଟ ବଡ ଭୁଲ୍ ବିପଦକୁ ଡାକି ଆଣିପାରେ ।…

ପାଣ୍ଡୋରା ପେପର୍ସକୁ ନେଇ ଚାଞ୍ଚଲ୍ୟ: ବିଦେଶରେ ସମ୍ପତ୍ତି ଠୁଳ କରିଛନ୍ତି ବିଶିଷ୍ଟ ନେତା, ସେଲିବ୍ରିଟି; ତାଲିକାରେ…

ନୂଆଦିଲ୍ଲୀ: ପାନାମା ପେପର୍ସ ପରେ ଏବେ ପାଣ୍ଡୋରା ପେପର୍ସ ଲିକ୍‌କୁ ନେଇ ବିଶ୍ୱବ୍ୟାପୀ ଚାଞ୍ଚଲ୍ୟ ଖେଳିଯାଇଛି । ଲିକ୍ ହୋଇଥିବା ଲକ୍ଷାଧିକ ଦସ୍ତାବିଜ୍‌ରେ ୯୧ଟି ଦେଶର ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ସେଲିବ୍ରିଟିଙ୍କ ଗୁପ୍ତ ସମ୍ପତ୍ତି ଓ ବେନାମୀ ଆର୍ଥିକ କାରବାର ସମ୍ପର୍କରେ ବଡ଼ ଖୁଲାସା…

ଗଜପତି ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

ପାରଳାଖେମୁଣ୍ଡି – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ…

ଲକ୍ଷ୍ମୀପୁର ହିଂସା: କୃଷକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନାଁରେ ହତ୍ୟା ମାମଲା

ଲକ୍ଷ୍ନୋ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରରେ ଆନ୍ଦୋଳନରତ କୃଷକ ମାନଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଛି । ଏଥିରେ ଅନ୍ୟ କିଛି ବ୍ୟକ୍ତିଙ୍କ ନାମ ମଧ୍ୟ ରହିଛି । ଗତକାଲି ଲକ୍ଷ୍ମୀପୁରରେ…