ପିପିଲି ଭୋଟ୍ ଗଣତି : ଦଶମ ରାଉଣ୍ଡ ପରେ ବିଜେଡି ୧୦ ହଜାର ୧୩୩ ଭୋଟ୍‌ରେ ଆଗୁଆ

ପିପିଲି - ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଦଶମ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ର ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୧୦ ହଜାର ୧୩୩ ଭୋଟରେ ଆଗୁଆ ରହିଛନ୍ତି । ଦଶମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୩୮ ହଜାର ୧୮୬…

ପିପିଲି ଭୋଟ୍ ଗଣତି : ଷଷ୍ଠ ରାଉଣ୍ଡ ପରେ ବିଜେଡି ୭ ହଜାର ୬୩୦ ଭୋଟ୍‌ରେ ଆଗୁଆ

ପିପିଲି - ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ର ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୭ ହଜାର ୬୩୦ ଭୋଟରେ ଆଗୁଆ ରହିଛନ୍ତି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିକୁ ୨୫ ହଜାର ୫୧୭…

ଭବାନୀପୁର ଉପନିର୍ବାଚନ: ବିପୁଳ ବିଜୟ ଅଭିମୁଖେ ମମତା

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ବିପୁଳ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି ଜଣାପଡିଛି। ଦଶ ରାଉଣ୍ଡ ଗଣତି ସୁଦ୍ଧା ମମତା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କଠାରୁ…

ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନସିବିର ଜେରା

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇରେ ଏକ ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ପଚରାଉଚରା କରୁଛି। 'କର୍ଡେଲିଆ ଦି ଇମ୍ପ୍ରେସ୍' ନାମକ କ୍ରୁଜ୍ ଜାହାଜରେ ଏହି ପାର୍ଟି ଚାଲିଥିଲା। ସୂଚନା ପାଇ ଏନସିବି…