ଦାଦା-ପୁତୁରା ଲଢେ଼ଇ ମଧ୍ୟରେ ‘ଲୋକ ଜନଶକ୍ତି ପାର୍ଟି’ର ପ୍ରତୀକ ଫ୍ରିଜ୍ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ରାମ ବିଳାସ ପାସୱାନଙ୍କ ଦଳ 'ଲୋକ ଜନଶକ୍ତି ପାର୍ଟି (ଏଲଜେପି)' ନେତୃତ୍ବ ଲଢେ଼ଇରେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି । ନିର୍ବାଚନ ଆୟୋଗ ଏଲଜେପିର ନିର୍ବାଚନ ପ୍ରତୀକ 'ବଙ୍ଗଳା'କୁ ଫ୍ରିଜ୍ କରିଦେଇଛି। ଏବେ ପଶୁପତି ପାରସ…

ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର - ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସର୍ବାଧିକ ୨୭ ପ୍ରତିଶତ ସଂରକ୍ଷଣ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ସଂକୁଚିତ କରା ନ ଯାଇ ପଛୁଆ…

ଭାରତରେ ଟିକାକରଣ ସଂଖ୍ୟା ୯୦ କୋଟି ଟପିଲା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେ଼ଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । କରୋନା ମାମଲା ହ୍ରାସ ପାଉଥିବା ବେଳେ ଭାରତରେ ଟିକାକରଣ ସଂଖ୍ୟା ୯୦ କୋଟି ଟପିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଶନିବାର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ଜାନୁଆରୀ ୧୬ରୁ ଦେଶରେ ବିଶ୍ବର ସର୍ବ ବୃହତ…

ବେଙ୍ଗଳୁରୁ ହକି ପ୍ରଶିକ୍ଷଣ ଶିବିର ପାଇଁ ଘୋଷିତ ଦଳରେ ଓଡିଶାର ୬ ଖେଳାଳି

ଭୁବନେଶ୍ୱର - ଆସନ୍ତା ୪ ତାରିଖରୁ ବେଙ୍ଗଳୁରୁର ଭାରତୀୟ କ୍ରୀଡା ପ୍ରାଧିକରଣ-ଏସଏଆଇରେ ଆରମ୍ଭ ହେବାକୁ ଥିବା ହକି ପ୍ରଶିକ୍ଷଣ ଶିବିର ପାଇଂ ୩୦ ଜଣିଆ ଦଳରେ ଓଡିଶାର ୬ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା, ଦୀପସାନ ତିର୍କି, ସୁମନ ବେକ୍ , ଆଶିଷ…

ପାନ୍ କାର୍ଡ ହଜିଯାଇଛି? ମାତ୍ର କିଛି ମିନିଟରେ ଡାଉନଲୋଡ୍ କରନ୍ତୁ ଇ-ପାନ୍, କେମିତି କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଆବଶ୍ୟକ ଡକ୍ୟୁମେଣ୍ଟ୍ ମଧ୍ୟରୁ ପାନ୍ କାର୍ଡ ହେଉଛି ଅନ୍ୟତମ | ପାନ୍ କାର୍ଡ ନଥିଲେ ଆର୍ଥିକ କାରବାର ହୋଇପାରିବ ନାହିଁ କି ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ଖୋଲିପାରିବେ ନାହିଁ। ପାନ୍ କାର୍ଡ ହଜିଗଲେ ପୁଣି ଏକ ପାନ୍ କାର୍ଡ ପାଇବାକୁ ଅତିକମରେ ମାସେ ସମୟ ଲାଗେ | ତେବେ ଆଜିକାଲି ଇ-ପାନ୍…

କାଲି ପିପିଲି ଉପନିର୍ବାଚନର ଭୋଟ୍ ଗଣତି, ସମସ୍ତ ପ୍ରସ୍ତୁତି ଶେଷ

ପିପିଲି - ପିପିଲି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି । ପିପିଲି ଭୋଟର ଏଥର କେଉଁ ଦଳର ପ୍ରାର୍ଥୀଙ୍କୁ ଜନପ୍ରତିନିଧି ଭାବେ ନିର୍ବାଚିତ କରିଛନ୍ତି, ତାହା ଆସନ୍ତାକାଲି ଜଣପଡିବ । ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟ ନିର୍ବାଚନ…