ମୋଦିଙ୍କ ଜନ୍ମଦିନରେ ବିନା ଟିକାରେ ଲୋକଙ୍କୁ ଦିଆଯାଇଥିଲା ସାର୍ଟିଫିକେଟ୍‌: ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (ସେପ୍ଟେମ୍ବର ୧୭)ରେ ଦେଶରେ ଟିକାକରଣରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା ବୋଲି ଦାବି କରାଯାଇଥିଲା । ଉକ୍ତଦିନ ଦେଶବ୍ୟାପୀ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟିକା ଡୋଜ୍ ଦିଆଯାଇଥିଲା ବୋଲି କୁହାଯାଇଥିଲା । ତେବେ ଏହି ରେକର୍ଡ ଟିକାକରଣ…

ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ଏସଆଇ ତଅପୋଇ ନାୟନ ନିଲମ୍ବିତ

ପୁରୀ - ପୁରୀ ଜିଲ୍ଲା ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ଏସଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ବଳଙ୍ଗା ଥାନା ମାଲଖାନା ଦାୟିତ୍ୱରେ ଥିଲେ ଏସଆଇ ତଅପୋଇ । ମଙ୍ଗଳବାର ବିଳମ୍ବିତ ରାତିରେ ଥାନାରେ ଭୟଙ୍କର ବିସ୍ଫୋରଣ…

ଦୁଇ ଦେଶ ମଧ୍ୟରେ ବିମାନସେବା ପୁଣି ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତାଲିବାନ ବିମାନ ସେବା ପୁନଃ ଆରମ୍ଭ କରିବା ପାଇଁ ଭାରତକୁ ଅନୁରାଧ କରିଛି । ଏନେଇ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଭାରତୀୟ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଦୁଇଦେଶ ମଧ୍ୟରେ ପୁଣିଥରେ…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକସନ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର – ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତିନି ଜଣଙ୍କ ଉପରେ କରାଯାଇଥିବା ଲାଏ ଡିଟେକସନ ରିପୋର୍ଟ ଆସିଛି । କ୍ରାଇମବ୍ରାଂଚ ପାଖରେ ପହଂଚିଛି ଲାଏ ଡିଟେକସନ ରିପୋର୍ଟ । ସୌମ୍ୟଙ୍କ ବିଧବା ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କ ଲାଏ ଡିଟେକସନ ଟେଷ୍ଟ…