ମୋ ସ୍କୁଲ: ୨୫ ଜିଲ୍ଲାର ୧୨୩୮ ବିଦ୍ୟାଳୟକୁ ୧୬ କୋଟି ୩୧ ଲକ୍ଷ ଟଙ୍କା ଅନୁଦାନ

ଭୁବନେଶ୍ବର: ‘ମୋ ସ୍କୁଲ ଅଭିଯାନ’ର ୨୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୫ଟି ଜିଲ୍ଲାର ୧୨୩୮…

ଆଜି ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ

ଆଶ୍ୱିନମାସ କୃଷ୍ଣପକ୍ଷ ସପ୍ତମୀ ତିଥି ଆଜି ଶ୍ରୀମନ୍ଦିରରେ ପାଳିତ ହେବ ସହସ୍ର କୁମ୍ଭାଭିଷେକ ଉତ୍ସବ । ଆଜି ହେଉଛି ଦୁର୍ଗା ଉତ୍ଥାପନ ସପ୍ତମୀ। ଦେବୀ ଦୁର୍ଗା ଶୟନ କରିଥିଲେ ଆଜି ତାଙ୍କର ଉତ୍ଥାପନ ଉତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳିତ ହେବ। ଶ୍ରୀଜୀଉ ମାନଙ୍କ ସକାଳ…