ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା: ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ, ପ୍ରଭାବିତ ୧୧ ଜିଲ୍ଲାରେ ବନ୍ଦ ରହିବ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍‌ଆବ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲେ ଏବଂ ଏହା…

ମାଓ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ନୂଆଦିଲ୍ଲୀ – ବାମ ଉଗ୍ରବାଦ ଦମନ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀ ପ୍ରଭାବିତ…

ଭାରତରୁ ଆସୁଥିବା ଯାତ୍ରୀ ବିମାନ ଉପରୁ କଟକଣା ହଟାଇଲା କାନାଡା

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ କାନାଡା ସରକାର ଭାରତରୁ ଆସୁଥିବା ଯାତ୍ରୀ ବିମାନ ଉପରେ କଟକଣା ହଟାଇ ଦେଇଛନ୍ତି। କୋଭିଡ -୧୯ ପ୍ରୋଟୋକଲ ଅନୁଯାୟୀ କିଛି ଦିନ ପାଇଁ ଏହି କଟକଣା ଲାଗୁ କରାଯାଇଥିଲା । ତେବେ ଜଷ୍ଟିନ ଟ୍ରୁଡୋଙ୍କ ସରକାର ଏହି କଟକଣା ହଟାଇବାକୁ ନିଷ୍ପତ୍ତି…

ବାତ୍ୟା ମୁକାବିଲା : ଗଜପତି ଜିଲ୍ଲରେ ୧୬୦୦ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର, ୫୫ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ପାରଳାଖେମୁଣ୍ଡି – ବାତ୍ୟା ଗୁଲାବର ମୁକାବିଲା ଲାଗି ଦକ୍ଷିଣ ଓଡିଶା ଜିଲ୍ଲା ଗୁଡିକର ପ୍ରଶାସନ କଳ ତତ୍ପରତା ଦେଖାଇଛି । ଗଜପତି ଜିଲ୍ଲା ମଧ୍ୟ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବା ଆଶଙ୍କା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି । ଜିଲ୍ଲାହଗ୍ଦ…

ମୁମ୍ବାଇର ବାଇକୁଲ୍ଲା ଜେଲରେ କରୋନା ବିସ୍ଫୋରଣ, ୬ ଶିଶୁଙ୍କ ସମେତ ୩୯ କଏଦୀ ସଂକ୍ରମିତ

ମୁମ୍ବାଇ: ମୁମ୍ବାଇର ବାଇକୁଲ୍ଲା ମହିଳା ଜେଲରେ କରୋନା ବିସ୍ଫୋରଣର ଏକ ମାମଲା ସାମ୍ନାକୁ ଆସିଛି। ଗତ ୧୦ ଦିନ ମଧ୍ୟରେ ଏଠାରେ ୬ ଶିଶୁଙ୍କ ସମେତ ମୋଟ ୩୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସମସ୍ତ କୋଭିଡ ସଂକ୍ରମିତ ଲୋକଙ୍କୁ ଆଇସୋଲେସନ କେନ୍ଦ୍ରକୁ ପଠାଯାଇଛି। ଅଧିକାରୀଙ୍କ…

ଦିଲ୍ଲୀରୁ ବାତ୍ୟା ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ – ନକ୍ସଲ ଅଧ୍ୟୁଷିତ ରାଜ୍ୟଗୁଡିକର ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ରାଜ୍ୟର ବାତ୍ୟା ସ୍ଥିତି ସଂପର୍କରେ ସମୀକ୍ଷା କରିବେ । ମୁଖ୍ୟ ଶାସନ ସଚିବ, ଏସଆରସି ଓ ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା…