କମିଶନରେଟ ପୋଲିସରେ ଅଦଳବଦଳ, ୬୦ ଏସଆଇ ଓ ଏଏସଆଇଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର – କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ ହୋଇଛି । ଭୁବନେଶ୍ୱରର ବିଭିନ୍ନ ଥାନାରୁ ଏସଆଇ ଓ ଏଏସଆଇଙ୍କ ମଧ୍ୟରେ ଅଦଳବଦଳ ହୋଇଛି । ୬୦ ଜଣ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି । କ୍ୟାପିଟାଲ ଥାନାରୁ ସହିଦନଗର ଥାନାକୁ ବଦଳି ହୋଇଛନ୍ତି ଏସଆଇ ସନ୍ତୋଷିନୀ ବେହେରା । ଲିଙ୍ଗରାଜ ଥାନାରୁ…

ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ମାମଲା : ଜଣେ ଅଭିଯୁକ୍ତଙ୍କ ଆକାଉଂଟକୁ ଦୁବାଇରୁ ଆସିଛି ଟଙ୍କା

ଭୁବନେଶ୍ୱର- ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଅନେକ ଚାଂଚଲ୍ୟକର ତଥ୍ୟ ମିଳିବାରେ ଲାଗିଛି । ଗିରଫ ୫ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ ଜେରା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଦୁବାଇରୁ ୨ଟି କିସ୍ତିରେ ୩୮ ହଜାର ଟଙ୍କା ଆସିଥିବା ଜଣାପଡିଛି । ଜଣେ…

ଜାମ୍ମୁର ଉଧମପୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ୍ ମୃତ

ଶ୍ରୀନଗର: ଆଜି ସକାଳେ ଜାମ୍ମୁର ଉଧମପୁର ଜିଲ୍ଲାରେ ଏକ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟ୍ ଏବଂ ସହପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ଲୋକମାନେ ଦୁହିଁଙ୍କୁ ଉଦ୍ଧାର କରିଥିଲେ । ତେବେ ହସ୍ପିଟାଲ ନିଆଯିବା ବାଟରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ପାହାଡିଆ…