ଆୟକର ଚଢ଼ାଉ ପରେ ସୋନୁଙ୍କ ପ୍ରଥମ ପୋଷ୍ଟ, ‘ମୋ ଫାଉଣ୍ଡେସନର ପ୍ରତିଟି ଟଙ୍କା ଅସହାୟଙ୍କ ପାଇଁ ଉଦ୍ଦିଷ୍ଟ’

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଆୟକର ବିଭାଗର ଚଢ଼ାଉ ପରେ ଏହି ବଲିଉଡ୍ ଅଭିନେତା ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରିଛନ୍ତି। ସୋନୁ ଏଥିରେ ଲେଖିଛନ୍ତି- “କଠିନ ରାସ୍ତାରେ ମଧ୍ୟ ସହଜ ଯାତ୍ରା ହୁଏ, ପ୍ରତ୍ୟେକ ଭାରତୀୟଙ୍କର ପ୍ରାର୍ଥନା ପ୍ରଭାବ…

ରାୟଗଡା ଜିଲ୍ଲାର ବିଭିନ୍ନ ଦଳର ନେତା ଓ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର – ବିଜେଡିର ଆଜି ଯୋଗଦାନ ପର୍ବରେ ଜେଏମଏମ,କଂଗ୍ରେସ ଓ ବିଜେପିର ନେତା ଓ କର୍ମୀମାନେ ଯୋଗ ଦେଇଛନ୍ତି । ପ୍ରଥମେ ଜେଏମଏମ ରାଜ୍ୟ ଶାଖାର ଦୁଇ ଟାଣୁଆ ନେତା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଯୋଗଦାନ ପର୍ବରେ ଦଳରେ ଯୋଗ ଦେଲା ପରେ ରାଜ୍ୟସଭା ସଦସ୍ୟ ସୁବାସ ସିଂହଙ୍କ ସରକାରୀ ବାସଭବନରେ…

ରୁଷର ପର୍ମ ବିଶ୍ୱବିଦ୍ୟାଳୟରେ ଗୁଳିମାଡ଼, ୮ ମୃତ; ଜୀବନ ବଞ୍ଚାଇବାକୁ ଝରକା ପଟେ ତଳକୁ ଡେଇଁଲେ ଛାତ୍ର

ମସ୍କୋ: ସୋମବାର ସକାଳେ ରୁଷର ପର୍ମ ସହରର ଏକ ବିଶ୍ୱବିଦ୍ୟାଳୟ ପରିସରରେ ଗୁଳି ବିନିମୟ ପରେ ହାଇ ଆଲର୍ଟ ଜାରି କରାଯାଇଛି। ପୋଲିସ ସୂଚନାନୁସାରେ, ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର କ୍ୟାମ୍ପସରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଥିଲେ ଯେଉଁଥିରେ ଆଠ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ…