୧୮ ଘଣ୍ଟାରୁ ଅଧିକ ସମୟ ବିତିଲା, ଖୋଲା ନାଳରେ ଭାସିଯାଇଥିବା ଛାତ୍ରର ପତ୍ତା ମିଳିନାହିଁ
ଭୁବନେଶ୍ୱର – ଭୁବନେଶ୍ୱରରେ ଖୋଲା ନାଳରେ ଭାସିଯାଇଥିବା ସ୍କୁଲ୍ ଛାତ୍ର ଜ୍ୟୋତିର୍ମୟଙ୍କୁ ୧୮ ଘଣ୍ଟାରୁ ଅଧିକ ସମୟ ପରେ ବି ଠାବ କରାଯାଇପାରି ନାହିଁ । ଅଗ୍ନିଶମ ବାହିନୀର ୫ଟି ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ତଲାସୀ ଜାରି । ଗତକାଲି ଟ୍ୟୁସନ ଯିବାବେଳେ ବିଏମସିର ଶତାବ୍ଦୀନଗର ଦେଇ ଯାଇଥିବା…