ଚରଣଜିତ୍ ସିଂ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫାର ୨୪ ଘଣ୍ଟା ପରେ ଶେଷରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇଛି। କଂଗ୍ରେସ ଦଳିତ ନେତା ଚରଣଜିତ ସିଂ ଚନ୍ନି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଦଳର ପଞ୍ଜାବ ପ୍ରଭାରୀ ଥିବା ହରିଶ ରାୱତ ଟ୍ୱିଟ୍ କରି କଂଗ୍ରେସ ବିଧାୟକ ଦଳର…