୧୮ ଘଣ୍ଟାରୁ ଅଧିକ ସମୟ ବିତିଲା, ଖୋଲା ନାଳରେ ଭାସିଯାଇଥିବା ଛାତ୍ରର ପତ୍ତା ମିଳିନାହିଁ

ଭୁବନେଶ୍ୱର – ଭୁବନେଶ୍ୱରରେ ଖୋଲା ନାଳରେ ଭାସିଯାଇଥିବା ସ୍କୁଲ୍ ଛାତ୍ର ଜ୍ୟୋତିର୍ମୟଙ୍କୁ ୧୮ ଘଣ୍ଟାରୁ ଅଧିକ ସମୟ ପରେ ବି ଠାବ କରାଯାଇପାରି ନାହିଁ । ଅଗ୍ନିଶମ ବାହିନୀର ୫ଟି ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ତଲାସୀ ଜାରି । ଗତକାଲି ଟ୍ୟୁସନ ଯିବାବେଳେ ବିଏମସିର ଶତାବ୍ଦୀନଗର ଦେଇ ଯାଇଥିବା…

ଆଗକୁ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ, ଏହି ମାସ ଶେଷ ସୁଦ୍ଧା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ବନ୍ୟା ଆଶଙ୍କା

ଭୁବନେଶ୍ୱର –ରାଜ୍ୟକୁ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି । କାରଣ ଆଗକୁ ବଙ୍ଗୋପ ସାଗରରେ ଏକାଧିକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ବିଶେଷକରି ଛତିଶଗଡ ବର୍ଷା ରାଜ୍ୟ ପାଇଁ ବିପଦ ସାଜିବ । ଏବେ…

ପିପିଲି ଉପନିର୍ବାଚନ ପାଇଁ ଆଜିଠାରୁ ୭ ଦିନିଆ ବିଧିବଦ୍ଧ ପ୍ରଚାର, କୋରୋନା କଟକଣାରେ ମଇଦାନକୁ ଓହ୍ଲାଇବେ ଦଳ

ପିପିିଲି - ପିପିଲି ଉପନିର୍ବାଚନ ପାଇଁ ଆଜିଠାରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେଉଛି । କୋରୋନା କଟକଣା ମଧ୍ୟରେ ସବୁ ଦଳ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ । ବିଜେଡି ପକ୍ଷରୁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରସ୍ତୁତ ହୋଇଯାଇଥିବା ବେଳେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ପରମ ଶାସ୍ତ୍ର ଭାଗବତ । ଶ୍ରୀ ଭାଗବତ ଜନ୍ମ ଅଵସରରେ।।

ଭାଦ୍ରବ ମାସ ପୂର୍ଣ୍ଣିମା ଦିନ ସର୍ବତ୍ର ଶ୍ରୀ ଭାଗବତ ଜନ୍ମ ପାଳନ କରାଯାଇଥାଏ। ଏହି ପବିତ୍ର ଦିନ କଳି ପାବନ ମହାନ ଶାସ୍ତ୍ର ଶ୍ରୀମଦ୍ଭାଗବତଙ୍କ ଆବିର୍ଭାବ ହୋଇଥିଲା। ଭଗବାନ ସ୍ୱୟଂ ନିଜ ମୁଖରେ କହିଛନ୍ତି କଳିଯୁଗରେ ଏହି ଗ୍ରନ୍ଥ ହିଁ ତାଙ୍କର ସ୍ୱରୂପ। ଏହା ସ୍ୱୟଂ ପ୍ରକାଶିତ ହୋଇଥିଲେ ମଧ୍ୟ…

ଗୀତା ମହାତ୍ମ୍ୟ: ଏବ ମୁକ୍ତାଓର୍ଜୁନଃ ସଂଖେ ରଥୋପସ୍ଥ ଉପାବିଶତ। ବିଶୃଜ୍ୟ ସଶରମ ଚାପମ ଶୋକ ସଂବିଗ୍ନ ମାନସ।।

ଗୀତା ମହାତ୍ମ୍ୟ: ଏବ ମୁକ୍ତାଓର୍ଜୁନଃ ସଂଖେ ରଥୋପସ୍ଥ ଉପାବିଶତ। ବିଶୃଜ୍ୟ ସଶରମ ଚାପମ ଶୋକ ସଂବିଗ୍ନ ମାନସ।। ସଞ୍ଜୟ କହିଲେ : ରଣଭୂମିରେ ଶୋକରେ ଉଦ ବିଗ୍ନମନା ଅର୍ଜୁନ ଏପରି କହି, ବାଣସହିତ ଧନୁ ତ୍ୟାଗ କରିଦେଇ ରଥର ପଶ୍ଚତ ଭାଗରେ ବସି ପଡିଲେ।। ( ଗୀତା ୧ମ ଅ। ୪୭ଶ ଶ୍ଳୋକ )