ହୀରାକୁଦ ଉପରମୁଣ୍ଡରେ ବହୁ ଗାଁକୁ ପଶିଲା ବନ୍ୟା ପାଣି

ଝାରସୁଗୁଡା/ବରଗଡ: ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଭୟଙ୍କର ରୂପ ଧାରଣ କରିଛି । ହୀରାକୁଦକୁ ପ୍ରାୟ ୫ ଲକ୍ଷ୍ୟ କ୍ୟୁସେକ ପାଣି ପ୍ରବେଶ କରୁଛି । ମହାନଦୀ ଫୁଲିବା ଫଳରେ ଉପରମୁଣ୍ଡର ଓଡିଶା ସୀମାନ୍ତ ବରଗଡ ଓ ଝାରସୁଗୁଡାର ଅନେକ ଗାଁ ବନ୍ୟା ପାଣି ଘେରରେ ରହିଯାଇଛି । ବରଗଡ…

ବିଶ୍ୱକପ ପରେ ଟି-୨୦ ଅଧିନାୟକ ପଦ ଛାଡ଼ିବେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ୨୦୨୧ ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟରୁ ଟିମ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିବେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କୋହଲି ଏହା ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ବିରାଟ କୋହଲି…

ଗୁଜରାଟ: ୨୪ ନୂଆ ମନ୍ତ୍ରୀଙ୍କ ଶପଥ, ରୂପାନୀ ସରକାରର ସବୁ ମନ୍ତ୍ରୀ ବିଦା

ଗାନ୍ଧିନଗର: ଭୁପେନ୍ଦ୍ର ପଟେଲ ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ଗୁଜରାଟ ବିଜେପି ସରକାରର ମନ୍ତ୍ରୀମଣ୍ଡଳର‌ ଆଜି ପୁନର୍ଗଠନ ହୋଇଛି । ଗାନ୍ଧିନଗରର ରାଜ ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସମସ୍ତ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ବିଧାନସଭା…

ରାଜ୍ୟରେ ଶନିବାର ଆସିପାରେ ବନ୍ୟା, ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ସଜାଗ ରହିଥିବା ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ୱର – ରାଜ୍ୟରେ ଶନିବାର କିଛି ଜିଲ୍ଲାରେ ବନ୍ୟା ଆସିବା ଆଶଙ୍କା ରହିଛି । ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବୈତରଣୀର ଜଳସ୍ତର ବଢିଥିଲେ ମଧ୍ୟ ବିଶେଷ କ୍ଷତି ହେବ ନାହିଁ । କେନ୍ଦୁଝରରେ ବର୍ଷା ହୋଇଥିବା ଯୋଗୁଁ…

ମାଲକାନଗିରିରେ ମିଳିତ ଅପରେସନରେ ମାଓ ଶିବିର ଧ୍ୱସ୍ତ କଲେ ସୁରକ୍ଷା ବାହିନୀ

ମାଲକାନଗିରି – ମାଓ ବିରୋଧୀ ଅଭିଯାନରେ ପୋଲିସକୁ ସଫଳତା । ମାଲକାନଗିରି ଓ କୋରାପୁଟ ଜିଲ୍ଲା ସୀମାନ୍ତ ବଦିଲି ପାହାଡ ଉପରେ ପୋଲିସ, ଏସଓଜି, ଡିଭିଏଫର ମିଳିତ ଚଢାଉ କରି ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଗତ ୧୪ ତାରିଖରେ ମାଓବାଦୀମାନଙ୍କ ସହ ସୁରକ୍ଷାବାହିନୀର ଗୁଳି ବିନିମୟ…