ପକ୍ଷୀ ଗଣନା : ବ୍ରହ୍ମପୁର ବନଖଣ୍ଡରେ ଏଥର ଅଧିକ ସଂଖ୍ୟକ ପକ୍ଷୀଙ୍କ ଉପସ୍ଥିତି, ପ୍ରଜାତି ସଂଖ୍ୟା ବି ଗତବର୍ଷଠୁ ଅଧିକ

ବ୍ରହ୍ମପୁର – ବ୍ରହ୍ମପୁର ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇଛି । ଏଥର ଅଧିକ ସଂଖ୍ୟାରେ ପକ୍ଷୀ ଦେଖାଯାଇଛନ୍ତି । ବ୍ରହ୍ମପୁର, ଖଲ୍ଲିକୋଟ, ଦିଗପହଣ୍ଡି ଓ ସାମନ୍ତିଆପଲ୍ଲୀ ରେଂଜରେ ପକ୍ଷୀ ଗଣନା କରାଯାଇଥିଲା । ଏଥର ମୋଟ ୧୦୨ ପ୍ରଜାତିର ପକ୍ଷୀ ବ୍ରହ୍ମପୁର ବନଖଣ୍ଡ ଅଂଚଳରେ ଦେଖାଯାଇଛନ୍ତି, ଯାହା…

ଗୁଜୁରାଟ: ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ପାଞ୍ଚ ମୃତ, ୨୫ରୁ ଊର୍ଦ୍ଧ୍ବ ଗୁରୁତର

ସୁରଟ: ଗୁଜୁରାଟରୁ ସୁରଟରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକ୍ ଯୋଗୁଁ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ଘଟଣାରେ ୨୫ ରୁ ଅଧିକ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁରଟର ସଚିନ୍ ଜିଆଇଡିସି ଏକ୍ସଟେନ୍ସନ୍ ଅଞ୍ଚଳରେ ଏହି ଘଟଣା…

କଟକରେ ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍‌’ ମିଶନର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କଟକ- କଟକ ସହରରେ ବହୁ ପ୍ରତୀକ୍ଷିତ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ଏହି ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସୁଜଳ ଯୋଜନାରେ ମହାନଦୀରୁ ପାଣି ଅଣାଯାଇ ସିଡିଏ, ଜଗତପୁର ଓ ପ୍ରତାପନଗରୀରେ ନିର୍ମିତ ୩ଟି ଟ୍ରିଟମେଂଟ…