ଜାନୁଆରୀ ୭ରୁ ଫେବ୍ରୁଆରି ୧ ସକାଳ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ କଟକଣା କଡାକଡି, ରାତି ୯ରୁ ସହରାଂଚଳରେ ନାଇଟ କର୍ଫ୍ୟୁ

ଆସନ୍ତାକାଲିଠାରୁ ରାଜ୍ୟରେ ଲାଗୁ ହେବ ନୂଆ କୋଭିଡ କଟକଣା ଭୁବନେଶ୍ୱର – କୋରୋନା ସଂକ୍ରମଣ ବଢିଚାଲିଥିବାରୁ ରାଜ୍ୟ ସରକାର ପୁଣି କଟକଣା କଡାକଡି କରିଛନ୍ତି । ଜାନୁଆରୀ ୭ ତାରିଖରୁ ଫେବ୍ରୁଆରୀ ୧ ତାରିଖ ସକାଳ ପର୍ଯ୍ୟନ୍ତ କଡା କଟକଣା ଜାରି ରହିବ । ସବୁ ସହରାଂଚଳରେ ରାତି ୧୦ଟାରୁ ସକାଳ ୫ଟା…

ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା, ରାଜ୍ୟରେ ୩ କୋଟିରୁ ଅଧିକ ଭୋଟର

ଭୁବନେଶ୍ୱର- ରାଜ୍ୟର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ରାଜ୍ୟରେ ମୋଟ ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ ଭୋଟର ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫ ଜଣ ମହିଳା ଭୋଟର ଅଛନ୍ତି । ୩ ହଜାର ୨୫ ଜଣ…

ଶ୍ରୀମନ୍ଦିରର ରୋହିଣୀକୁଣ୍ଡ

ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ମଧ୍ୟରେ ରହିଛି ପବିତ୍ର ରୋହିଣୀକୁଣ୍ଡ। ଏହା ଶ୍ରୀମନ୍ଦିର ଭିତର ବେଢ଼ାରେ ଥିବା ବିମଳା ମନ୍ଦିର ନିକଟରେ ଅବସ୍ଥିତ। ସିଂହଦ୍ଵାର ପାରି ହୋଇ ପତିତପାବନଙ୍କୁ ଦର୍ଶନ କରି ଆଗକୁ ଯାଇ ବାମପଟେ ଶ୍ରୀସତ୍ୟନାରାୟଣ, ବଟ ଗଣେଶ ,ବଟ ମଙ୍ଗଳା ,ସମସ୍ତ ମହାଦେବ ଆଦିଙ୍କର…

ଗୀତା ମାହାତ୍ମ୍ୟ: ଅଥ କେନ ପ୍ରଯୁକ୍ତଅୟଂ ପାପମ ଚରତି ପୁରୁଷ। ଅନିଛନ୍ନପି ବାଷ୍ଣେୟ ବଲାଦିବ ନିୟୋଜିତଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି ମନୁଷ୍ୟ ଅନିଚ୍ଛାକୃତ ଭାବରେ କାହିଁକି ପାପକର୍ମ କରିଥାଏ ? : - ଅଥ କେନ ପ୍ରଯୁକ୍ତଅୟଂ ପାପମ ଚରତି ପୁରୁଷ। ଅନିଛନ୍ନପି ବାଷ୍ଣେୟ ବଲାଦିବ ନିୟୋଜିତଃ।। ହେ କେଶବ ! ପୁଣି ଏହି ମନୁଷ୍ୟ ସ୍ୱୟଂ ଇଚ୍ଛା ନ…

ଦ୍ୱିତୀୟ ଟେଷ୍ଟ: ୨୪୦ ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ୧୧୮/୨

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ରହିଛି । ଦକ୍ଷିଣ ଆଫ୍ରିକାକୁ ଭାରତ ୨୪୦ ରନର ଟାର୍ଗେଟ୍ ଦେଇଛି । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୧୮ ରନ୍ କରିଛି । ବିଜୟ…