ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍, ସ୍ପାଇସ୍ ଜେଟ୍ ସହ ଦୌଡ଼ରେ ଅନେକ କମ୍ପାନୀ

ନୂଆଦିଲ୍ଲୀ: ଋଣଗ୍ରସ୍ତ ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ୍ ଜେଟ୍ ସହ ଅନେକ ନାମୀ କମ୍ପାନୀ ବିଡ୍ କରିଥିବା ଜଣାପଡିଛି । ଟାଟା ସନ୍ସ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ କମ୍ପାନୀ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର କରିଛି। କେନ୍ଦ୍ର ସରକାର ବିନିବେଶ ବିଭାଗର…