କାଲିଠାରୁ ମାଟ୍ରିକ ସମେଟିଭ-୧ ପରୀକ୍ଷା, ୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର –ବୁଧବାରଠାରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ -୧ ପରୀକ୍ଷା । ୩ ହଜାର ୯୩ କେନ୍ଦ୍ରରେ ୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ ଓଏମଆର୍ ସିଟରେ ପରୀକ୍ଷା ଦେବେ । ୩୧୧ ନୋଡାଲ୍ ସେଂଟରକୁ ପ୍ରଶ୍ନପତ୍ର ପଠାସରିଛି । କପି ରୋକିବାକୁ ୪ ସ୍ତରୀ ସ୍କ୍ୱାଡ୍ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା…

ନିଟ୍-ପିଜିରେ ଇଡବ୍ଲ୍ୟୁଏସ୍ କୋଟା ମାମଲାର କାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍-ପିଜି ଆଡମିଶନରେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍) କୋଟା ମାମଲାର ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। କେନ୍ଦ୍ର କୋର୍ଟଙ୍କୁ କହିଥିଲେ ଯେ ଇଡବ୍ଲ୍ୟୁଏସ୍ ପାଇଁ ସ୍ଥିର…