ଭାଇରସ ମ୍ୟୁଟେସନ ନ ହେଲେ ତୃତୀୟ ଲହର ଆସିବା ସମ୍ଭାବନା କମ୍ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ହ୍ରାସ ଘଟିଥିଲେ ମଧ୍ୟ ଆଗାମୀ ତିନି ଚାରି ମାସ ସତର୍କ ରହିବାକୁ ପଡିବ । ତେବେ, ପାର୍ବଣ ସମୟରେ ଭିଡ ଜମୁଥିବାରୁ ସଂକ୍ରମଣ ଟିକେ ଅଧିକ ରହିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା…

ରାଜ୍ୟରେ ଅନେକ ଜିଲ୍ଲାରେ ଆସନ୍ତା ୫ ଦିନ ପ୍ରବଳ ବର୍ଷିବ, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର - ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ…

ଆରମ୍ଭ ହେଲା ‘ମେଡିସିନ୍ ଫ୍ରମ୍ ଦି ସ୍କାଏ’ ପ୍ରକଳ୍ପ, ଡ୍ରୋନ୍ ଦ୍ବାରା ହେବ ଔଷଧ ଓ ଟିକାର ବିତରଣ

ହାଇଦ୍ରାବାଦ: ତେଲେଙ୍ଗାନାରେ ଶନିବାର 'ମେଡିସିନ୍ ଫ୍ରମ୍ ଦି ସ୍କାଏ' ପ୍ରକଳ୍ପର ଶୁଭାରମ୍ଭ ହୋଇଛି। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି । ସିନ୍ଧିଆ କହିଛନ୍ତି ଯେ ଏହି ପ୍ରକଳ୍ପ ଅଧୀନରେ ଡ୍ରୋନ୍ ବ୍ୟବହାର କରି ଔଷଧ ଏବଂ ଟିକା ବିତରଣ…

ପ୍ରବଳ ବର୍ଷାରେ ଉବୁଟୁବୁ ଦିଲ୍ଲୀ, ବିମାନ ବନ୍ଦର ଜଳାର୍ଣ୍ଣବ

ନୂଆଦିଲ୍ଲୀ: ଗତକାଲି ରାତିରୁ ପ୍ରବଳ ବର୍ଷା ଯୋଗୁଁ ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ପାଣି ଜମି ଜୀବନଯାତ୍ରା ପ୍ରଭାବିତ ହୋଇଛି । ରାଜଧାନୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୩ରେ ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବିମାନବନ୍ଦରରେ…

ଚାଳିଶ ଫୁଟ୍ ସମୁଦ୍ର ଗର୍ଭରୁ ‘ ନୂଆଖାଇ ଜୁହାର’

ଦୁବାଇର ସାଗର ତଳୁ ପଶ୍ଚିମ ଓଡିଶାବାସୀଙ୍କୁ ବାପ ଝିଅଙ୍କ ଶୁଭେଚ୍ଛା ଦୁବାଇ : ଦୁବାଇରେ ବସବାସ କରୁଥିବା ସମ୍ବଲପୁରର ଝିଅ ତିସ୍ୟା ପାଣିଗ୍ରାହୀ ଓ ତାଙ୍କ ପିତା ପ୍ରିୟଦର୍ଶୀ ପାଣିଗ୍ରାହୀ ସମୁଦ୍ରର ଅତଳ ଗର୍ଭରୁ ବିଶ୍ବବାସୀଙ୍କୁ ନୂଆଖାଇର ଜୁହାର ଜଣାଇଛନ୍ତି । ନୂଆଖାଇର ଅବ୍ୟବହିତ ପୂର୍ବରୁ…

ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ଇସ୍ତଫା

ଅହମ୍ମଦାବାଦ: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ଦଳର ଦାୟିତ୍ବ ସମୟ ସହିତ ବଦଳୁଛି। ପାର୍ଟିରେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା | ମୁଁ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ ତୁଲାଇଲି । ଏହା ଏକ ବଡ କଥା | ବର୍ତ୍ତମାନ ମୋତେ…