ଅକ୍ଷୟ କୁମାରଙ୍କ ମାତୃ ବିୟୋଗ

ମୁମ୍ବାଇ: ବଲିଉଡ୍ ଅଭିନତା ଅକ୍ଷୟ କୁମାରଙ୍କ ମା' ଅରୁଣା ଭାଟିଆଙ୍କ ପରଲୋକ ହୋଇଯାଇଛି। ନିଜେ ଅକ୍ଷୟ କୁମାର ଟ୍ୱିଟର ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି ।ଅକ୍ଷୟ କୁମାରଙ୍କ ମା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ଦିନ ପୂର୍ବରୁ ତାଙ୍କୁ ମୁମ୍ବାଇର…

ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗ: କେନ୍ଦ୍ରର ଆଭିମୁଖ୍ୟ ନେଇ ଅଡ଼ୁଆରେ ପଶ୍ଚିମ ଓଡ଼ିଶା ବିଜେପି

ସୁନ୍ଦରଗଡ : ଖଣି ଖାଦାନାର ଭରପୁର ସୁନ୍ଦରଗଡ଼ ଜିଲ୍ଲା ସବୁ ବେଳେ ଜାତୀୟ ରାଜକୋଷକୁ ସମୃଦ୍ଧ କରି ଆସିଛି । ରାଜ୍ୟ ସରକାର ବାରମ୍ବାର ଦାବି ସତ୍ତ୍ୱେ ତାଙ୍କ ଯଥାର୍ଥ ରୟାଲଟି ପାଇ ପାରୁନାହାନ୍ତି । ହେଲେ କେନ୍ଦ୍ର ମୋଟା ଅଙ୍କର ରୟାଲଟି ଅସୁଲ ସତ୍ତ୍ବେ ଖଣି ଅଞ୍ଚଳର ବିକାଶ ଦିଗରେ ଧ୍ୟାନ…

ତାଲିବାନର ନୂଆ ସରକାରରେ ଅଛନ୍ତି ଜାତିସଂଘ ତାଲିକାଭୁକ୍ତ ପାଞ୍ଚ କୁଖ୍ୟାତ ଆତଙ୍କବାଦୀ, ଅନ୍ତର୍ଜାତୀୟ ସମୁଦାୟ ମାନ୍ୟତା…

କାବୁଲ: ଶେଷରେ ତାଲିବାନ ନିଜ ନୂଆ ସରକାର ଘୋଷଣା କରିଛି। ତାଲିବାନ କ୍ୟାବିନେଟରେ ସେହି ସବୁ ଚେହେରା ସାମିଲ ଅଛନ୍ତି ଯେଉଁମାନେ ଗତ ୨୦ ବର୍ଷ ଧରି ଆଫଗାନିସ୍ତାନରେ ଆମେରିକା ସୈନ୍ୟବାହିନୀ ସହିତ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନୂଆ ତାଲିବାନ ସରକାରରେ ମୁଲ୍ଲା ହାସନ ଅଖୁଣ୍ଡ ହେବେ…

ଭିଜିଲାନ୍ସ ଜାଲରେ ପିଇଓ

ବଲାଙ୍ଗିର - ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଚଲକି ପଂଚାୟତ ପିଇଓ ବିଶ୍ୱମ୍ଭର ଭୋଇଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ ହୋଇଛି । ପାଟଣାଗଡ ସ୍ଥିତ ଗଙ୍ଗାନଗର ଭଡା ଘର, ମୁରିବାହାଲ କାର୍ଯ୍ୟାଳୟ ଓ ତମିଆଁ ପୈତୃକ ଘରେ ଚଢାଉ କରିଛି…

ଆଜିର ବିଧାନସଭା : ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଭୁବନେଶ୍ୱର - ଆଜି ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ କାର୍ଯ୍ୟ ଦିବସ । ଆଜି ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗ, ସମବାୟ, ମତ୍ସ୍ୟ ଓ ପଶୁ ସଂପଦ…

ଶ୍ରୀମନ୍ଦିର ଏସଓପି ସମୀକ୍ଷା ବୈଠକ, ଦର୍ଶନ ନେଇ ଆସିପାରେ ନୂଆ ନିୟମାବଳୀ

ପୁରୀ- ଆଜି ଦିନ ୧୨ଟାରେ ଶ୍ରୀମନ୍ଦିର ଏସଓପି ସମୀକ୍ଷା ବୈଠକ ବସିବ । ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରଶାସନର ନୂଆ ନିୟମାବଳୀ ନେଇ ଆଲୋଚନା ସମ୍ଭାବନା ରହିଛି । ସପ୍ତାହାନ୍ତ ସଟ୍‌ଡାଉନ ଉଠିଯାଇଥିଲେ ମଧ୍ୟ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଛି । ଏହି ଦୁଇ ଦିନ ଶ୍ରୀମନ୍ଦିର…

କରୋନା ଅପଡେଟ୍: ଦେଶରେ ଆଉ ୩୭,୮୭୫ ନୂଆ ଆକ୍ରାନ୍ତ ଚିହ୍ନଟ, ୩୬୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣରେ କ୍ରମାଗତ ଉତ୍ଥାନ-ପତନ ଜାରି ରହିଛି | ଗୋଟିଏ ଦିନ ଖସିଯିବା ପରେ, ପରଦିନ ପୁଣି କରୋନା ମାମଲା ବୃଦ୍ଧି ପାଉଛି | ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ରେ ୩୭,୮୭୫ ନୂଆ କରୋନା ମାମଲା ଆସିଛି। ଏହାର ଗୋଟିଏ ଦିନ…