କ୍ୟାବିନେଟ ନିଷ୍ପତ୍ତି : ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ, ୫ ମହାନଗରର ପାଇଁ କାର୍ଯ୍ୟକାରୀ ହେବ ଜାଗା…

ଭୁବନେଶ୍ୱର – ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେବ । ଏ ନେଇ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ୨୦୨୨ରୁ ଲାଗୁ ହେବ ସପ୍ତମ ବେତନ କମିଶନ ସୁପାରିଶ । ଏହା ଦ୍ୱାରା ୨୬ ହଜାର ଶିକ୍ଷକ, ଅଧ୍ୟାପତ ଓ ଅଣଶିକ୍ଷକ ଉପକୃତ ହେବେ…

ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ବଦଳାଇଲା ଚୀନ୍, ଭାରତ କହିଲା ବାସ୍ତବତା ବଦଳିବନି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଚୀନ୍‌ର ପଦକ୍ଷେପକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ରାଜ୍ୟ ସର୍ବଦା ଆମର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଆସିଛି ଏବଂ ରହିବ। ନାମ ବଦଳାଇ ଦେଲେ ଏହି ବାସ୍ତବତା ବଦଳିଯିବ ନାହିଁ | ଚୀନ୍…

ସ୍ୱାଭିମାନ ଅଞ୍ଚଳରେ ମିଳିତ କମ୍ବିଂ ଅପରେସନ ବେଳେ ମାଓ ଆଡ୍ଡା ଠାବ, ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି – ଆନ୍ଧ୍ର-ଓଡିଶା ସୀମାନ୍ତ ଯୋଡାଆମ୍ବ ଥାନା ଅନ୍ତର୍ଗତ ସ୍ୱାଭିମାନ ଅଂଚଳର ପୋଲିସ ଓ ବିଏସଏଫର ମିଳିତ ଅପରେସନରେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଯନ୍ତ୍ରୀ ଗ୍ରାମ ପଂଚାୟତର ତାବେର ଓ ଆର୍ଲିଂପଡା ଗାଁ ମଧ୍ୟରେ ଥିବା ଜଙ୍ଗଲରେ କମ୍ବିଂ ଅପରେସନ…