ଏମ୍ମା ରାଡୁକାନୁ ଜିତିଲେ ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍

ନ୍ୟୁୟର୍କ: ବ୍ରିଟେନର ୧୮ ବର୍ଷୀୟା ଖେଳାଳି ଏମ୍ମା ରାଡୁକାନୁ ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସର ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି | ୟୁଏସ୍ ଓପନ୍ ଫାଇନାଲରେ ଏମ୍ମା ରାଡୁକାନୁ କାନାଡାର ଲିଲା ଫର୍ଣ୍ଣାଣ୍ଡିସଙ୍କୁ ୬-୪, ୬-୩ ସେଟରେ ପରାସ୍ତ କରି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ…

୬ ମାସରେ ୩ ରାଜ୍ୟରେ ବିଜେପିର ୪ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଇସ୍ତଫା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ପ୍ରାୟ ୧୫ ମାସ ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଗତ ୬ ମାସ ମଧ୍ୟରେ ବିଜୟ ରୁପାନୀ ହେଉଛନ୍ତି ବିଜେପିର ଚତୁର୍ଥ ମୁଖ୍ୟମନ୍ତ୍ରୀ ଯିଏକି ପଦ ଛାଡ଼ିଛନ୍ତି। ଗୁଜୁରାଟ ପୂର୍ବରୁ ଉତ୍ତରାଖଣ୍ଡ ଏବଂ…