‘ମାଇ ଲର୍ଡ’ କି ‘ଇୟୋର ଅନର୍‌’ ନୁହେଁ, ହାଇକୋର୍ଟ ବିଚାରପତିଙ୍କୁ ଏଣିକି ‘ସାର୍‌’ ସମ୍ବୋଧନ କରାଯିବ

କଟକ- ଏଣିକି ହାଇକୋର୍ଟରେ ବିଚାରପତିମାନଙ୍କୁ ‘ମାଇ ଲର୍ଡ,’ ‘ଇୟୋର ଅନର୍‌’ ଓ ‘ଇୟୋର ଲର୍ଡସିପ୍’ ସମ୍ବୋଧନ କରାଯିବ ନାହିଁ । ଏଥିପାଇଁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପକ୍ଷରୁ ପରାମର୍ଶ ଦିଆଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଚାରପତିଙ୍କୁ ‘ମାଇ ଲର୍ଡ’ ପରିବର୍ତ୍ତେ ‘ସାର୍‌’ ସମ୍ବୋଧନ…

କନିଷ୍ଠ ଓ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର – କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି ପାଇଛି । ସେମାନେ ୯ ହଜାର ୨୦୦ ଟଙ୍କା ପାଉଥିବା ବେଳେ ଏବେ ପାଇବେ ୧୩ ହଜାର ୮୦୦ ଟଙ୍କା । ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭ ହଜାର ୪୦୦ରୁ ୧୧ ହଜାର…