ଶ୍ରୀରାଧାଷ୍ଟମୀ ତିଥି ପାଳନ ପୂର୍ବରୁ ଜାଣନ୍ତୁ ଏହାର ମହତ୍ତ୍ୱ ଓ ଶୁଭ ମୁହୂର୍ତ୍ତ
ଯେତେବେଳେ ଶ୍ରୀକୃଷ୍ଣଙ୍କ ନାମ ସ୍ମରଣ କରାଯାଇଥାଏ ସେତେବେଳେ ଶ୍ରୀରାଧାଙ୍କ ନାମ ସ୍ୱତଃ ଆମର ସ୍ମରଣରେ ଆସି ଯାଇଥାଏ । ଏହି ନାମ ଦ୍ୱୟ ସବୁଦିନ ପାଇଁ ଯୋଡିହୋଇ ରହିଛି। ଶ୍ରୀରାଧାଙ୍କ ନାମ ବ୍ୟତୀତ ଶ୍ରୀକୃଷ୍ଣଙ୍କ ନାମ ନେଲେ କୌଣସି ସୁଫଳ ମିଳିନଥାଏ ବୋଲି ନିଜେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ।…