ଆଜିଠାରୁ ନୂଆ ଏସଓପିରେ ଜଗା ଦର୍ଶନ : ଭକ୍ତ ନେଇପାରିବେ ଭୋଗ, ଜାଳିପାରିବେ ଦୀପ, ଦର୍ଶନ ଅବଧି ୨ ଘଣ୍ଟା ବୃଦ୍ଧି

ପୁରୀ – ତିନିଦିନ ଦର୍ଶନ ବନ୍ଦ ରହିଲା ପରେ ଆଜିଠାରୁ ପୁଣି ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଆଜିଠାରୁ ନୂଆ ଏସଓପି ଅନୁସାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ନୂଆ ଏସଓପି ଅନୁସାରେ କିଛି କଟକଣା କୋହଳ କରାଯାଇଛି । ଏଥର କେବଳ ରବିବାର ହିଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ।…

ଅବପାତରେ ପରିଣତ ହେଲା ଲଘୁଚାପ, ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି, ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୨୯ ମିମି ବର୍ଷା

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବର ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ବି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି । ଅବପାତ ଆଜି ଓଡିଶା ଉପକୂଳ ଦେଇ ଗତି କରିବ । ଧୀରେ…

ଶ୍ରୀରାଧାଷ୍ଟମୀ ତିଥି ପାଳନ ପୂର୍ବରୁ ଜାଣନ୍ତୁ ଏହାର ମହତ୍ତ୍ୱ ଓ ଶୁଭ ମୁହୂର୍ତ୍ତ

ଯେତେବେଳେ ଶ୍ରୀକୃଷ୍ଣଙ୍କ ନାମ ସ୍ମରଣ କରାଯାଇଥାଏ ସେତେବେଳେ ଶ୍ରୀରାଧାଙ୍କ ନାମ ସ୍ୱତଃ ଆମର ସ୍ମରଣରେ ଆସି ଯାଇଥାଏ । ଏହି ନାମ ଦ୍ୱୟ ସବୁଦିନ ପାଇଁ ଯୋଡିହୋଇ ରହିଛି। ଶ୍ରୀରାଧାଙ୍କ ନାମ ବ୍ୟତୀତ ଶ୍ରୀକୃଷ୍ଣଙ୍କ ନାମ ନେଲେ କୌଣସି ସୁଫଳ ମିଳିନଥାଏ ବୋଲି ନିଜେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ।…

ଗୀତା ମହାତ୍ମ୍ୟ: କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମ ସନାତନ। ଧର୍ମେ ନଷ୍ଟେ କୂଳମ କୃଷ୍ଣମଧର୍ମଅଭିଭଵଚ୍ୟୁତ।।

ଗୀତା ମହାତ୍ମ୍ୟ: କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମ ସନାତନ। ଧର୍ମେ ନଷ୍ଟେ କୂଳମ କୃଷ୍ଣମଧର୍ମଅଭିଭଵଚ୍ୟୁତ।। ଅର୍ଜୁନ କହିଲେ : ହେ ମାଧବ !  କୁଳନାଶ ହେଲେ ସନାତନ କୂଳଧର୍ମ ନଷ୍ଟ ହୋଇଯାଏ। ଧର୍ମ ନଷ୍ଟ ହୋଇଗଲେ , ସମୁଦାୟ କୂଳକୁ ପାପ ମଧ୍ୟ ବିଶେଷ ଭାବରେ ବ୍ୟାପୀ ଯାଇଥାଏ। (  ଗୀତା ୧ମ…

ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଘୋଷଣା, ପ୍ରଶାନ୍ତ ସଭାପତି ଏବଂ ସାଧାରଣ ସମ୍ପାଦକ ହେଲେ ସନ୍ତୋଷ

ଛତ୍ରପୁର: ଛତ୍ରପୁର ସ୍ଥିତ ସ୍ଥାନୀୟ ପିଲିବନ୍ଧ ନିକଟସ୍ଥ ଅସ୍ଥାୟୀ ପ୍ରେସ କ୍ଲବ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା ସଭାପତିତ୍ବ କରିଥିଲାବେଳେ ବେଳେ ଆଗାମୀ ଦିନରେ ପ୍ରେସ କ୍ଲବ ନୂତନ କୋଠା ନିର୍ମାଣ ଏବଂ ଅନ୍ୟାନ୍ୟ…