ଯୁକ୍ତ ଦୁଇରେ ନାମଲେଖା ପାଇଁ ଆଜି ଆସିବ ପ୍ରଥମ ମେରିଟ୍ ଲିଷ୍ଟ
ଭୁବନେଶ୍ୱର - ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରଥମ ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ । ସାଢେ ୧୧ଟାରେ ପ୍ରକାଶ ପାଇଭ ପ୍ରଥମ ମେରିଟ ଲିଷ୍ଟ । ସାମ୍ସ ୱେବସାଇଟରେ ପିଲାମାନେ ତାଲିକା ଦେଖିପାରିବେ । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତାକାଲିଠାରୁ ୨୧ ତାରିଖ ଯାଏଁ ଧାର୍ଯ୍ୟ କଲେଜରେ ନାମ…