ଶ୍ରୀଧାମ ବୃନ୍ଦାବନର ବିଶେଷ ଆକର୍ଷଣ ଶ୍ରୀରାଧାକୁଣ୍ଡ-ଶ୍ୟାମକୁଣ୍ଡ

ବହୁଳା ବନ ପରେ ଶ୍ରୀକୃଷ୍ଣଙ୍କ ଲୀଳା ସ୍ଥଳୀ ସକନା ଗ୍ରାମ, ଦକ୍ଷିଣୀ ଗ୍ରାମ, ବସତି ଗ୍ରାମ, ତୋଷ, ଅଡ଼ି, ମାଧୁରୀ କୁଣ୍ଡ, ମୁଖରାଇ ଓ ବିହାରବନ ଦର୍ଶନପରେ ପଡିଥାଏ ଶ୍ରୀରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ। ଶ୍ରୀରାଧାକୁଣ୍ଡ-ଶ୍ୟାମକୁଣ୍ଡ : ବହୁଳା ବନ ଅନ୍ତର୍ଗତ ଶ୍ରୀରାଧାକୁଣ୍ଡ-ଶ୍ୟାମକୁଣ୍ଡ…

ଟାଇମ୍ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମମତା ଓ ପୁନାୱାଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ସିଇଓ ଆଦର ପୁନାୱାଲା ଟାଇମ୍ ମାଗାଜିନର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଟାଇମ୍ ମାଗାଜିନ ୨୦୨୧ର ୧୦୦…

ଗୀତା ମହାତ୍ମ୍ୟ: ଦୋଷେ ରେତେ କୂଳଘ୍ନନଂ ଵର୍ଣ୍ଣସଙ୍କର କାର୍କୋୖ ଉତ୍ସଦୟାନ୍ତେ ଜାତିଧର୍ମ କୂଳଧର୍ମଶ୍ଚ ଶାଶ୍ୱତଃ।।

ଗୀତା ମହାତ୍ମ୍ୟ: ଦୋଷେ ରେତେ କୂଳଘ୍ନନଂ ଵର୍ଣ୍ଣସଙ୍କର କାର୍କୋୖ ଉତ୍ସଦୟାନ୍ତେ ଜାତିଧର୍ମ କୂଳଧର୍ମଶ୍ଚ ଶାଶ୍ୱତଃ।। ଏହି ବର୍ଣ୍ଣସଙ୍କର କାରକ ଦୋଷ ଦ୍ୱାରା କୁଳ ଘାତକ ମାନଙ୍କର ସନାତନ କୂଳଧର୍ମ ଓ ଜାତିଧର୍ମ ନଷ୍ଟ ହୋଇଯାଏ। ( ଗୀତା ୧ମ ଅ। ୪୩ଶ ଶ୍ଳୋକ )

ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍, ସ୍ପାଇସ୍ ଜେଟ୍ ସହ ଦୌଡ଼ରେ ଅନେକ କମ୍ପାନୀ

ନୂଆଦିଲ୍ଲୀ: ଋଣଗ୍ରସ୍ତ ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ୍ ଜେଟ୍ ସହ ଅନେକ ନାମୀ କମ୍ପାନୀ ବିଡ୍ କରିଥିବା ଜଣାପଡିଛି । ଟାଟା ସନ୍ସ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ କମ୍ପାନୀ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର କରିଛି। କେନ୍ଦ୍ର ସରକାର ବିନିବେଶ ବିଭାଗର…