‘ଆଉଟଲୁକ୍’ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀ ହଟିଲେ
ନୂଆଦିଲ୍ଲୀ: ଇଂରାଜୀ ପତ୍ରିକା 'ଆଉଟଲୁକ୍' ନିଜ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀଙ୍କ ସହ ସମ୍ପର୍କ ଛିନ୍ନ କରିଛି । ପ୍ରାୟ ମାସେ କାଳ ଛୁଟିରେ ଥିବା ରୁବେନ ବାନାର୍ଜୀଙ୍କୁ ହଟାଇ ଦିଆଯାଇଥିବା ଜଣାପଡିଛି । ବିଶୃଙ୍ଖଳା ଓ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ବରଖାସ୍ତ କରାଯାଇଛି ।ଏନେଇ…