ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ ମାର୍କ ପ୍ରକାଶ, ବିଜେବି କଲେଜ ଆଗରେ
ଭୁବନେଶ୍ୱର - ଯୁକ୍ତ ତିନି ଆଡମିଶନ ନେଇ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ ମାର୍କ ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪୦ ହଜାର ୬୧୧ ଛାତ୍ରଛାତ୍ରୀ । ମୋଟ ୨ ଲକ୍ଷ ୪୪ ହଜାର ୨୫୨ ଜଣ ପିଲା ଆବେଦନ କରିଥିଲେ । ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି ବିଜେବି…