ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ
ଭୁବନେଶ୍ୱର – ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ମୋଟୁରୁ କଟକ ଫୁଲନଖରା ଆସୁଥିବା ବେଳେ ଖୋର୍ଦ୍ଧାରେ ତାଙ୍କ ଗାଡିକୁ ଅଟକାଇ ଥିଲା ଭିଜିଲାନ୍ସ । ତାଙ୍କ ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିଲା । ଏତେ ଟଙ୍କା କୁଆଡେ ଆସିଲା ବୋଲି ପ୍ରଶ୍ନର କୌଣସି…