ଝାରସୁଗୁଡାରେ ଆଇପିଏଲ ବେଟିଂ ରାକେଟ ଠାବ, ୨ ଗିରଫ
ଝାରସୁଗୁଡା- ଝାରସୁଗୁଡାରେ ଚାଲିଥିବା ଏକ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ସହରର ଗୋଶାଳା ଛକରେ ଚାଲିଥିଲା ବେଟିଂ ରାକେଟ । ଟାଉନ ଥାନା ପୋଲିସ ଚଢାଉ କରି ବେଟିଂ ରାକେଟ୍ ପର୍ଦ୍ଦାଫାସ କରିଛି । ୬ ଲକ୍ଷ ୮୦ ହଜାର ଟଙ୍କା ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।…