ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ (ସ୍ମାର୍ଟ କାର୍ଡ) ଯୋଜନା ସମସ୍ୟାମୁକ୍ତ ଚିକିତ୍ସା ସେବା ଯୋଗାଇବ

ଦକ୍ଷତା ଓ ପ୍ରଭାବୀ ହେବାର ଶୀର୍ଷ ହାସଲ ଲକ୍ଷ୍ୟରେ ଓଡ଼ିଶା ଆଇଟି ବିଭାଗ । ନିକଟରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ମହତ୍ତ୍ବାକାଂକ୍ଷୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ (ସ୍ମାର୍ଟ କାର୍ଡ) ଯୋଜନାକୁ ସଫଳ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଭାଗର ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ । ଏ…

ଶ୍ରୀମନ୍ଦିରରେ ଇନ୍ଦ୍ର-ଗୋବିନ୍ଦ ପୂଜା ଓ ଇନ୍ଦ୍ରଧ୍ୱଜ ପୂଜା

ପୁରୀ : ଇନ୍ଦ୍ର-ଗୋବିନ୍ଦ ପୂଜା ଭାଦ୍ରବ ମାସର ଗୋଟିଏ ବିଶେଷ ପର୍ବ। ଭାଦ୍ରବପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଏହି ପର୍ବ ପାଳିତ ହୋଇଥାଏ। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନର ‘ଇନ୍ଦ୍ରଧ୍ୱଜ ପୂଜା’ ସହିତ ଏହାର ସଂପର୍କ ରହିଛି। ଏକଦା ଏହା ଭାରତବର୍ଷର ତଥା ଓଡ଼ିଶାର ଏକ ବଡ଼ ଉତ୍ସବ ଥିଲା। ପୌରାଣିକ…

ପିତ୍ରୁପକ୍ଷରେ ପିତ୍ରୁଲୋକ ମାନେ ସୁକ୍ଷ୍ମ ରୁପରେ ମର୍ତ୍ତ୍ଯକୁ ଆସିଥାଆନ୍ତି

ହରିଶଙ୍କର ମିଶ୍ର, ପୁରୀ ଆଶ୍ବିନ ମାସ କ୍ରୁଷ୍ଣ ପ୍ରତିପଦା ଠାରୁ ଅମାବାସ୍ଯା ପର୍ଯ୍ୟନ୍ତ ୧୫ ଦିନକୁ ପିତ୍ରୁପକ୍ଷ କୁହାଯାଏ। ବିଶ୍ବାସ ଅଛି ଯେ ଏହି ସମୟରେ ପିତ୍ରୁଲୋକ ମାନେ ସୁକ୍ଷ୍ମ ରୁପରେ ମର୍ତ୍ତ୍ଯ କୁ ଆସିଥାଆନ୍ତି। ଏବଂ କାର୍ତ୍ତିକ ଅମାବାସ୍ଯା ବା ଦୀପାବଳୀ ଅମାବାସ୍ଯା ଦିନ…

ଗୀତା ମହାତ୍ମ୍ୟ: ତଂ ତଥା କୃପୟାବିଷ୍ଟ ମଶ୍ରୁ ପୂର୍ଣ୍ଣ କୁଲେକ୍ଷନଂ। ବିଶିଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନହଃ।।

ଗୀତା ମହାତ୍ମ୍ୟ: ତଂ ତଥା କୃପୟାବିଷ୍ଟ ମଶ୍ରୁ ପୂର୍ଣ୍ଣ କୁଲେକ୍ଷନଂ। ବିଶିଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନହଃ।। ସଞ୍ଜୟ କହିଲେ : ସେପରି କରୁଣାବିଷ୍ଟ ଏବଂ ଅଶ୍ରୁପୁର୍ଣ ବ୍ୟାକୁଳନେତ୍ର ଶୋକାକୁଳ ଅର୍ଜୁନଙ୍କୁ ଭଗବାନ ମଧୁସୂଦନ ଏହି କଥା କହିଲେ । ( ଗୀତା ୨ୟ ଅ। ୧ମ ଶ୍ଳୋକ )

ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ବି ପାକିସ୍ତାନ ଗସ୍ତରୁ ଓହରିଲା

ଲଣ୍ଡନ: ପାକିସ୍ତାନ କ୍ରିକେଟ୍ ବୋର୍ଡ଼ (ପିସିବି)କୁ ଡବଲ୍ ଝଟକା ଲାଗିଛି । ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଟିମ୍ ପାକିସ୍ତାନ ଗସ୍ତରୁ ଓହରିବାର ତିନି ଦିନ ପରେ ଇଂଲଣ୍ଡ ମଧ୍ୟ ପାକିସ୍ତାନ ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଇଂଲଣ୍ଡର ଉଭୟ ପୁରୁଷ ଓ ମହିଳା ଦଳର ପାକିସ୍ତାନ ଗସ୍ତ…

ଅନୁପ୍ରବେଶ ଉଦ୍ୟମ ପରେ ଜାମ୍ମୁ କାଶ୍ମୀରର ଉରିରେ ଇଣ୍ଟରନେଟ୍, ମୋବାଇଲ୍ ସେବା ବନ୍ଦ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ନିୟନ୍ତ୍ରଣ ସୀମା (ଏଲ୍ଓସି) ରେ ଅନୁପ୍ରବେଶ ଉଦ୍ୟମ ପରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଫୋନ୍ ସେବା ଉପରେ କଟକଣା ଲାଗିଛି। ସେନା ତରଫରୁ କୁହାଯାଇଛି ଯେ ୩୦ ଘଣ୍ଟାରୁ ଅଧିକ ସମୟ ଧରି ଅନୁପ୍ରବେଶ ନିରୋଧୀ କାର୍ଯ୍ୟାନୁଷ୍ଠାନ ଚାଲିଛି। ଅତିରିକ୍ତ…