ଯଦି ଆସେ, ରାଜ୍ୟରେ ଫେବ୍ରୁଆରୀରେ ଶୀର୍ଷ ଛୁଇଁ ହୋଇପାରେ ତୃତୀୟ ଲହର : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର- ଫେବ୍ରୁଆରୀରେ ଶୀର୍ଷ ଛୁଇଁପାରେ କୋରୋନାର ତୃତୀୟ ଲହର । ଆଇସିଏମଆର୍ ପକ୍ଷରୁ ଏହି ଅନୁମାନ କରାଯାଇଛି । ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ପ୍ରଥମ ଓ ଦ୍ୱିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା । ଆଇସିଏମଆର୍ ଆକଳନ ଅନୁସାରେ ଯଦି ତୃତୀୟ ଲହର ଆସେ, ଖୁବଶୀଘ୍ର ଓଡିଶା ଆସିବ…