ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ବାତିଲ

ଲଣ୍ଡନ: ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଆଜିଠାରୁ ଖେଳାଯିବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍ ବାତିଲ କରାଯାଇଛି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ମ୍ୟାଚ୍ ବାତିଲ ସମ୍ପର୍କରେ ସୂଚନା ଦେଇଛି। ଇସିବି କହିଛି ଯେ କରୋନା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ…

ରାଜ୍ୟରେ ଅଢେଇ କୋଟି ଡୋଜ୍ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ ପରିଶ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର – କୋଭିଡ -୧୯ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରାଜ୍ୟରେ ଅଢେଇ କୋଟି ଡୋଜ୍ ଟିକା ଦିଆସରିଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀ ଓ ଟିକାକରଣରେ ସଂପୃକ୍ତ ଥିବା ଲୋକଙ୍କ ନିଷ୍ଠା, କଠୋର…

କ୍ୟାପିଟାଲ ହସପିଟାଲର ହେବ ଅପଗ୍ରେଡେସେନ, ଆସନ୍ତା ଶିକ୍ଷାବର୍ଷରୁ ଡାକ୍ତରୀ ପିଜି ପାଠପଢା

ଭୁବନେଶ୍ୱର- ରାଜଧାନୀର କ୍ୟାପିଟାଲ ହସପିଟାଲ ଅପଗ୍ରେଡ୍ ହୋଇ ପୋଷ୍ଟ ଗ୍ରାଜୁଏସନ ଇନଷ୍ଟିଚ୍ୟୁଟ୍ ମେଡିକାଲ ଆଣ୍ଡ୍ ରିସର୍ତ୍ତ ( ପିଜିଆଇ) ହେବ । ଆସନ୍ତା ୨୦୨୨-୨୩ ଶିକ୍ଷାବର୍ଷରୁ ୧୫ଟି ବିଭାଗରେ ଡାକ୍ତରୀ ପିଜି ପଢିବେ ଛାତ୍ରଛାତ୍ରୀ । ସରକାର ପିଜିଆଇ ବିଲଡିଂ ପାଇଁ ଟେଣ୍ଡର କରିସାରିଥିବା…