କୋଭିଡ-୧୯ର ନୂଆ ଭାରିଆଣ୍ଟର ଚିହ୍ନଟ ଲାଗି ଅଧିକ ନମୁନା ପଠାଇବାକୁ ରାଜ୍ୟମାନଙ୍କୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି କରୋନା ସଂକ୍ରମଣ ପୁଣି ବଢୁଥିବା ବେଳେ କରୋନା ସଂକ୍ରମିତ ରୋଗୀଙ୍କ ଅଧିକ ନମୁନା ପଠାଇବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ‌। ଜିନୋମ ସିକ୍ବେନ୍ସିଂ ଦ୍ବାରା ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ଅଧିକ ନମୁନା ପଠାଇବାକୁ…

ମେଡିକାଲ ପାଠ୍ୟକ୍ରମ ପାଇଁ ନୂଆ ସଂରକ୍ଷଣ ନୀତିକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ମେଡିକାଲ ଏବଂ ଡେଣ୍ଟାଲ ପାଠ୍ୟକ୍ରମ ପାଇଁ ସର୍ବଭାରତୀୟ କୋଟା ଅଧୀନରେ ଓବିସି ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର (ଇଡବ୍ଲ୍ୟୁଏସ୍) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣକୁ ଚ୍ୟାଲେଞ୍ଜ କରି ଆଗତ ଏକ ପିଟିସନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି। ୨୦୨୧-୨୨ ଶିକ୍ଷା…

ତାଲିବାନର ଦାବି: ପଞ୍ଜଶୀର ସମ୍ପୂର୍ଣ୍ଣ ଆମ କବଜାରେ

କାବୁଲ: ପଞ୍ଜଶୀର ଘାଟି କବଜା ହୋଇଥିବା ନେଇ ପୁଣି ଦାବି କରିଛି ତାଲିବାନ । ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଏକ‌ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଆମର ଶତ୍ରୁମାନଙ୍କୁ ଧରାଶାୟୀ କରିଛୁ ଏବଂ ପଞ୍ଜଶୀର ସମ୍ପୂର୍ଣ୍ଣ ଆମର ସୈନ୍ୟବାହିନୀ ନିୟନ୍ତ୍ରଣରେ ଅଛି। ପଞ୍ଜଶୀର ପ୍ରତି…