ଜାଣନ୍ତୁ ସନାତନ ଧର୍ମ ର ତେତିଶ କୋଟି ଦେବତା କିଏ?
ସନାତନ ଧର୍ମରେ ଆମେ ତେତିଶ କୋଟି ଦେବତାରେ ବିଶ୍ୱାସ ରଖିଥାଉ। ବାସ୍ତବ କ୍ଷେତ୍ରରେ ଏହା ତେତିଶ କୋଟି ମାନେ ତେତିଶ ପ୍ରକାର। କୋଟି ଅର୍ଥ ପ୍ରକାରର ।
ସର୍ବମୋଟ ତେତିଶ (୩୩) ପ୍ରକାର ଦେବୀ ଦେବତା ହିନ୍ଦୁ ଧର୍ମରେ ଅଛନ୍ତି । ସେମାନେ ହେଉଛନ୍ତି
୧) ଦ୍ୱାଦଶ (୧୨)ଆଦିତ୍ୟ : ୧.ଧାତା,…