କେନ୍ଦ୍ର ମନ୍ତ୍ରୀ ରାଣେଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଜାରି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରିବି…

ନାଶିକ: ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ନାଶିକ ପୋଲିସର କ୍ରାଇମ ବ୍ରାଞ୍ଚ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି।…

କୋରୋନାରେ ଆଉ ୬୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୬୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କଟକ ଜିଲ୍ଲାରୁ ସର୍ବାଧିକ ୨୦, ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮ ରୋଗୀଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲାରୁ ୬, ବାଲେଶ୍ୱରରୁ ୫, ଅନୁଗୁଳରୁ ୩, କେନ୍ଦ୍ରାପଡାରୁ…

ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିଶ ଭିତ୍ତିରେ ମାଲକାନଗିରି ଜିଲ୍ଲାର ୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ କଲେ ଜିଲ୍ଲାପାଳ

ମାଲକାନଗିରି – ଲଘୁ ଖଣିଜ ଉତ୍ସ ନିଲାମ ପାଇଁ ଗତମାର୍ଚ୍ଚରେ ମାଲକାନଗିରି ଜିଲ୍ଲାରେ ୪୮ଟି ଖଣି ଲିଜ୍ ପାଇଁ ଦିଆଯାଇଥିବା ଟେଣ୍ଡର ବାତିଲ ହୋଇଯାଇଛି । ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିଶ କ୍ରମେ ଜିଲ୍ଲାପାଳ ବିଶାଲ ସିଂହ ଟେଣ୍ଡର ବାତିଲ କରିଛନ୍ତି । ପୂର୍ବତନ ଜିଲ୍ଲାପାଳ ୱାଇ. ବିଜୟଙ୍କ…

ଭିଜିଲାନ୍ସ ଜାଲରେ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ଓ ସମବାୟ ସମିତି ସମ୍ପାଦକ

ଭଦ୍ରକ- ଭିଜିଲାନ୍ସ ଜାଲରେ ଫସିଛନ୍ତି ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ୩ ଜଣିଆ ଭିଜିଲାନ୍ସ ଟିମ୍ । ସାମରାୟପୁରରେ ଥିବା ମଲ୍ଲିଲତାଙ୍କ ଘରେ ଚଢାଉ କରିଛି ଭିିଜିଲାନ୍ସ । ବରଗଡ ଜିଲ୍ଲା ବରପାଲି ବ୍ଲକ…