ଶ୍ରୀମନ୍ଦିରରେ ପାଳନ ହେଉଛି ଗହ୍ମା ପୂର୍ଣ୍ଣିମା ଓ ଶ୍ରୀବଳଭଦ୍ର ଜନ୍ମ, ଜଗାବଳିଆଙ୍କୁ ଲାଗି ହେବ ବାସୁଙ୍ଗା ପାଟର…

ପୁରୀ- ଶ୍ରୀମନ୍ଦିରରେ ଆଜି ଗହ୍ମା ପୂର୍ଣ୍ଣିମା ଓ ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ଜନ୍ମ ଦିନ ପାଳନ କରାଯାଉଛି । ରକ୍ଷା ବନ୍ଧନ ଉପଲକ୍ଷେ ସର୍ବବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥ । ଦୁଇ ଭାଇଙ୍କ ହାତରେ ବାସୁଙ୍ଗା ପାଟର ରାକ୍ଷୀ ଲାଗି ହେବ । ପାଟରା ବିଷୋୟୀ ସେବାୟତ…

ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ଆଜି ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଭରସା ଓ ସୁରକ୍ଷାର ଏହି ପବିତ୍ର ବନ୍ଧନ ଆହୁରି ନିବିଡ ହେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ…

ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଓ ବଳଭଦ୍ର ଜନ୍ମୋତ୍ସବ

ପୁରୀ : ଆଜି ଶ୍ରୀମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜିର ଦିନରେ ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଵେ । ପାଟରା ବିଶୋୟୀଙ୍କ ଦ୍ୱାରା ନିର୍ମିତ…

ଆମ ଶରୀର ଚର୍ଚ୍ଚା: ଯୋଗ 

ହୃଦରୋଗ ( Heart Disease ) : ମନୁଷ୍ୟ ଶରୀର ର ହୃତପିଣ୍ଡ ଯଦି କୌଣସି କାରଣ ରୁ ରୋଗଗ୍ରସ୍ତ ହୁଏ, ତେବେ ହୃଦ ରୋଗ ଆକ୍ରମଣ କରେ। ହୃଦ ଧମନୀ ( Coronary artery ) ରେ ରକ୍ତ ପ୍ରବାହ ବାଧା ଏହାର ମୁଖ୍ୟ କାରଣ। ଧମନୀ କଠିନତା ପ୍ରାପ୍ତ ହେଲେ ରକ୍ତ ପ୍ରବାହ ବା ସଞ୍ଚାଳନ ରେ ବାଧା ଆସିଥାଏ।…

ବ୍ରଜମଣ୍ଡଳ ପରିକ୍ରମାରେ ମଥୁରାର ଆଉ କିଛି ଦର୍ଶନୀୟ ସ୍ଥାନ

ପାତାଳଦେବୀ ( ଯୋଗମାୟା ) : ଭୂତେଶ୍ୱର ମହାଦେବ ମନ୍ଦିର ନିକଟରେ ଗୁମ୍ଫା ମଧ୍ୟରେ ପାତାଳଦେବୀ ( ଯୋଗମାୟା ) ବିରାଜିତ। ମହୀ ରାବଣକୁ ବଦ୍ଧ କରିବାକୁ ରାମଭକ୍ତ ହନୁମାନ ଏହି ରାସ୍ତା ଦେଇ ପାତାଳ ପୁରକୁ ଗମନ କରିଥିଲେ। କଂସକାଳୀ ମନ୍ଦିର : କଂସକାଳୀ ଦେବୀ ହେଉଛନ୍ତି ଅଷ୍ଟଭୁଜା ଦୁର୍ଗା। ଏହି…