ଗୀତା ମହାତ୍ମ୍ୟ: ଅନନ୍ତ ବିଜୟଂ ରାଜା କୁନ୍ତୀପୁତ୍ର ଯୁଧିଷ୍ଠିର। ନକୁଳ ସହଦେଵଶ୍ଚ ସୁଘୋଷ ମଣିପୁଷ୍ପକୌ।।

ଅନନ୍ତ ବିଜୟଂ ରାଜା କୁନ୍ତୀପୁତ୍ର ଯୁଧିଷ୍ଠିର। ନକୁଳ ସହଦେଵଶ୍ଚ ସୁଘୋଷ ମଣିପୁଷ୍ପକୌ।। ଅନୁବାଦ : କୁନ୍ତୀପୁତ୍ର ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ନାମକ ଶଙ୍ଖ ଏବଂ ନକୁଳ ଓ ସହଦେଵ ମଣିପୁଷ୍ପକ ନାମକ ଶଙ୍ଖ ବାଦନ କଲେ। ( ଗୀତା ୧ମ ଅ। ୧୬ଶ ଶ୍ଳୋକ )

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଦିଲ୍ଲୀର ଏସ୍‌ପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଶ୍ୱାସକ୍ରିୟାରେ ସମସ୍ୟା…