ଆସନ୍ତା ମାସରୁ ଆରମ୍ଭ ହେବ ଜାଇଡସ୍ କାଡିଲା ଟିକାର ଯୋଗାଣ

ନୂଆଦିଲ୍ଲୀ: ଜାଇଡସ୍ କାଡିଲାର କରୋନା ଟିକା ଜାଇକୋଭ୍-ଡି'ର ଯୋଗାଣ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବରରୁ ଆରମ୍ଭ ହେବ । ଜାଇଡସ୍ ଗ୍ରୁପ୍ ର ପରିଚାଳନା ନିର୍ଦ୍ଦେଶକ ଡ଼.ଶାର୍ଭିଲ୍ ପଟେଲ ଏହି ସୂଚନା ଦେଇଛନ୍ତି। ପଟେଲ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜାଇକୋଭ୍-ଡି ର…

କାବୁଲ ବିମାନବନ୍ଦରରୁ ଭାରତୀୟଙ୍କ ସହ ୧୫୦ ଲୋକଙ୍କୁ ତାଲିବାନ ଅପହରଣ କରି ନେଇଥିବା ସୂଚନା

କାବୁଲ: ଆଫଗାନିସ୍ତାନର କାବୁଲ ବିମାନବନ୍ଦର ନିକଟରୁ ଅପହରଣ ହୋଇଥିବା ଭାରତୀୟଙ୍କ ସମେତ ପ୍ରାୟ ୧୫୦ ଲୋକ ସୁରକ୍ଷିତ ଅଛନ୍ତି। ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ ତାଲିବାନ ଏହି ଲୋକଙ୍କୁ ତାଲିବାନ ନିକଟସ୍ଥ ଏକ ଗ୍ୟାରେଜ୍ କୁ ଅପହରଣ କରିନେଇଥିଲା । ସେଠାରେ ତାଲିବାନ ସମସ୍ତଙ୍କ ପରିଚୟ ପଚାରିବା…