ଆନ୍ଦୋଳନ ଶେଷ ହେବା ପରେ ଆଜି ଘରକୁ ଫେରିବେ ଚାଷୀ, ପାଳିବେ ବିଜୟ ଦିବସ

ନୂଆଦିଲ୍ଲୀ: ବର୍ଷେ କାଳ ଧରି ଖରା, ବର୍ଷା ଶୀତ କାକରରେ ଖୋଲା ଆକାଶ ତଳେ ଧାରଣା ଦେବା ପରେ ଆଜି କୃଷକମାନେ ଆନ୍ଦୋଳନ ସ୍ଥଳ ଛାଡ଼ିବେ | କୃଷି ଆଇନ ପ୍ରତ୍ୟାହାର ହେବା ପରେ ଏବଂ ଅନ୍ୟ ଦାବି ଗୁଡ଼ିକ ବିଚାର ପାଇଁ ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ଶେଷ କରିବାକୁ କୃଷକ ସଂଗଠନ ଘୋଷଣା…

ଭବ୍ୟ ରୂପାନ୍ତରଣ: ଝଲସି ଉଠୁଛି ତାରାତାରିଣୀ ପୀଠ, ରବିବାର ମୁଖ୍ୟମନ୍ତ୍ରୀ କରିବେ ପରିଦର୍ଶନ

ବ୍ରହ୍ମପୁର: କେବଳ ଗଞ୍ଜାମ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟର ଏକ ଅଦ୍ବିତୀୟ ଶକ୍ତି ପୀଠ ମାଁ ତାରାତାରିଣୀ। କୁହାଯାଏ ମହାଦେବଙ୍କ ମୋହାଚ୍ଛନ୍ନ ଅବସ୍ଥାକୁ ଭଗ୍ନ କରିବା ପାଇଁ ଦେବୀ ସତୀଙ୍କ ମର ଶରୀରକୁ ଯେତେବେଳେ ପ୍ରଭୁ ବିଷ୍ଣୁ ସୁଦର୍ଶନ ଚକ୍ରରେ ଖଣ୍ଡିତ କରିଥିଲେ ସେତେବେଳେ ଦେବୀଙ୍କ ବକ୍ଷୋଜ…

ଆଜି ଭୁବନେଶ୍ୱର ଆସିବ ରାଣପ୍ରତାପଙ୍କ ପାର୍ଥିବ ଶରୀର, ଜନ୍ମମାଟିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର- ତାମିଲନାଡୁ କୁନ୍ନୁରରେ ବାୟୁସେନାର ହେଲିକପଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସହ ପ୍ରାଣ ହରାଇଥିବା ଓଡିଆ ପୁଅ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ଆସିବ । ନୂଆଦିଲ୍ଲୀରୁ ତାଙ୍କ ପାର୍ଥିର ଶରୀର ଭୁବନେଶ୍ୱର ଆସିଲା ପରେ ଜନ୍ମମାଟି ତାଳଚେର କଣ୍ଢାଳ ପଂଚାୟତର…

ଦେଶରେ ଓମିକ୍ରନ୍ ମାମଲା ୩୨କୁ ବୃଦ୍ଧି, ମାସ୍କ ବ୍ୟବହାର କମିବା ନେଇ କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ୩୨କୁ ବୃଦ୍ଧି ପାଇଛି। ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ଦେଶରେ ମାସ୍କର ବ୍ୟବହାର କମୁଥିବାରୁ ସରକାର ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଲୋକମାନଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ । ଏକ ସରକାରୀ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ପୁଣେ…

ଜୱାଦ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର- ବାତ୍ୟା ଜୱାଦ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ରୀୟ ଟିମ୍ ଓଡିଶା ଆସିବେ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ୱରେ ୬ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତରେ କ୍ଷୟକ୍ଷତି ଅନୁଧ୍ୟାନ କରିବେ । କେନ୍ଦ୍ରୀୟ ଟିମରେ କୃଷି, ଶକ୍ତି, ଅର୍ଥ,…

ବ୍ରଜମଣ୍ଡଳ ପରିକ୍ରମା: ଭଗବାନ ଶ୍ରୀକୃଷ୍ଣଙ୍କ ମାନସରୁ ସୃଷ୍ଟ ଶ୍ରୀମାନସଗଙ୍ଗା

ଶ୍ରୀମାନସଗଙ୍ଗା :- ମଥୁରା ଜିଲ୍ଲା ଗୋବର୍ଦ୍ଧନ ଅନ୍ତର୍ଗତ କୁସୁମ ସରୋବରର ଦେଢ଼ମାଇଲ ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି ବ୍ରଜମଣ୍ଡଳର ପ୍ରସିଦ୍ଧ 'ଶ୍ରୀମାନସଗଙ୍ଗା'। ପୌରାଣିକ ମତ ଆଧାରରେ ଏହାର ଉତ୍ପତ୍ତି ସମ୍ବନ୍ଧରେ ଏକ ସୁନ୍ଦରକଥା ରହିଛି। ଥରେ ଗଙ୍ଗାସ୍ନାନ ଉଦେଶ୍ୟରେ ଶ୍ରୀନନ୍ଦ ମହାରାଜ…

ଗୀତା ମାହାତ୍ମ୍ୟ: ସହଯଜ୍ଞା ପ୍ରଜା ସୃଷ୍ଟ୍ୟ ପୁରୋବାଚ ପ୍ରଜାପତିଃ। ଅନେନ ପ୍ରସବିଷ୍ୟଧ୍ଵମେଷ ବୋଅସ୍ତିଷ୍ଟ କାମଧୁକ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ସହଯଜ୍ଞା ପ୍ରଜା ସୃଷ୍ଟ୍ୟ ପୁରୋବାଚ ପ୍ରଜାପତିଃ। ଅନେନ ପ୍ରସବିଷ୍ୟଧ୍ଵମେଷ ବୋଅସ୍ତିଷ୍ଟ କାମଧୁକ।। ହେ ଅର୍ଜୁନ !…