କଡ଼ାକଡ଼ି ହେଲା ଟ୍ରାଫିକ ନିୟମ, ଉଲ୍ଲଂଘନକାରୀଙ୍କୁ ୧୫ ଦିନ ମଧ୍ୟରେ ପଠାଇବାକୁ ହେବ ନୋଟିସ୍, ଆଉ କ’ଣ…

ନୂଆଦିଲ୍ଲୀ: ପରିବହନ ମନ୍ତ୍ରଣାଳୟର ନୂଆ ବିଜ୍ଞପ୍ତି ଅନୁଯାୟୀ ଟ୍ରାଫିକ ନିୟମ ଉଲ୍ଲଂଘନ ହେଲେ ସମ୍ପୃକ୍ତ ରାଜ୍ୟ ସଂସ୍ଥା ପନ୍ଦର ଦିନ ମଧ୍ୟରେ ଉଲ୍ଲଂଘନକାରୀଙ୍କୁ ନୋଟିସ ପଠାଇବାକୁ ପଡ଼ିବ। ଏହା ସହିତ ପରିବହନ ମନ୍ତ୍ରଣାଳୟର ନୂତନ ନିୟମ ଅନୁଯାୟୀ, ଚାଲାଣର ଫଇସଲା ପର୍ଯ୍ୟନ୍ତ ଏହାର…